Masthead

ଉଦ୍ଧବଙ୍କ ଫାର୍ମ ହାଉସ ଟଙ୍କାର ଗୋଦାମ, ଯାଞ୍ଚ ହେବା ଦରକାର: ନିତେଶ ରାଣେ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ନୋଟବନ୍ଦୀକୁ ନେଇ ଆରବିଆଇ ନିଷ୍ପତ୍ତି ପରେ ତେଜୁଛି ରାଜନୀତି । ବିଜେପିର ବିଧାୟକ ନିତେଶ ରାଣେ ଉଦ୍ଧବ ଠାକରେଙ୍କ ନାଁ ଆଣିଛନ୍ତି ବଡ଼ ଅଭିଯୋଗ । ସେ କହିଛନ୍ତି ଉଦ୍ଧବଙ୍କ ଫାର୍ମ ହାଉସରେ ଟଙ୍କାର ଗୋଦାମ । ସେଠି ରହିଛି ୨ ହଜାର ଟଙ୍କିଆ ନୋଟ । ଉଦ୍ଧବ ଠାକରେଙ୍କ କର୍ଜତ ଫାର୍ମ ହାଉସରେ ଅଣ୍ଡରଗ୍ରାଉଣ୍ଡ ଟଙ୍କାର ଗୋଦାମ କରାଯାଇଛି । ଯାହାର ଯାଞ୍ଚ ହେବା ଦରକାର।

ଶିବସେନା ନେତା ସଞ୍ଜୟ ରାଉତ ୨୦୦୦ଟଙ୍କା ନୋଟକୁ ପ୍ରଚଳନରୁ ହଟାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଘୋଷଣା କରିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଦେଶର ବ୍ୟବସ୍ଥା ସରକାରଙ୍କ ଦାସ ଭଳି କାମ କରୁଛି। ସଞ୍ଜୟ ରାଉତଙ୍କ ଏହି ବୟାନରେ ନିତେଶ ରାଣେ କହିଛନ୍ତି ଯେ ଦୁର୍ନୀତିର ଅର୍ଥରୁ ମିଳିଥିବା ୨୦୦୦ ଟଙ୍କିଆ ନୋଟର ବଣ୍ଡଲ କର୍ଜାଟ ଫାର୍ମ ହାଉସରେ ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’