Masthead

ସଞ୍ଜୟ ସିଂହଙ୍କ ସହଯୋଗୀଙ୍କ ଘରେ ଇଡି ରେଡ୍

ଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ମଦ ଘୋଟାଲା ମାମଲାରେ ଏବେ ଇଡି ଆପ୍ ନେତା ତଥା ସାଂସଦ ସଞ୍ଜୟ ସିଂଙ୍କ ସହେଯାଗୀ ଙ୍କ ଘରେ ଛାପା ମାରିଛି । ପ୍ରତିବାଦରେ ସଞ୍ଜୟ ସିଂ କହିଛନ୍ତି ଯେ ତାଙ୍କ ବିରୋଧରେ କିଛି ମିଳିଲା ନାହିଁ ତେଣେୁ ଇଡି ଏଭଳି ଏକ ପଦକ୍ଷେପ ନେଇଛି । ଇଡି ଓ କେନ୍ଦ୍ର ସରକାରଙ୍କ ଏହିଭଳି ଚକ୍ରାନ୍ତ ଆଗରେ ସେ ନଇଁବେ ନାହିଁ । ସଞ୍ଜୟ ସିଂ ଆହୁରି ମଧ୍ୟ କହିଛନ୍ତି ଇଡି ଓ ମୋଦି ସରକାରର ଚକ୍ରାନ୍ତକୁ ସାରା ଦେଶବାସୀଙ୍କ ସମ୍ମୁଖକୁ ଆଣିବି । ଏହି କଥାର ସତ୍ୟତା ସାରା ଦେଶ ସମ୍ମୁଖରେ ରଖିବି, କିଭଳି ଭାବେ ଇଡି ନିଜ କ୍ଷମତାର ଦୂରୁପଯୋଗ କରି ମଦ ର୍ଦୁନୀତି ମାମଲାରେ ଲୋକଙ୍କୁ ଫସେଇବାକୁ ଚେଷ୍ଟା କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ