Masthead

ଆଜି ହୋଇପାରେ କର୍ଣ୍ଣାଟକ କ୍ୟାବିନେଟର ସମ୍ପ୍ରସାରଣ, ସାମିଲ ହୋଇପାରନ୍ତି ୨୦ ରୁ ୨୪ ନୂଆ ମନ୍ତ୍ରୀ

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): ଆଜି ହୋଇପାରେ କର୍ଣ୍ଣାଟକ କ୍ୟାବିନେଟର ସମ୍ପ୍ରସାରଣ । ଏଥିରେ ସାମିଲ ହୋଇପାରନ୍ତି ୨୦ ରୁ ୨୪ ନୂଆ ମନ୍ତ୍ରୀ । ଏନେଇ କଂଗ୍ରେସ ଦଳୀୟ ସୂତ୍ରରୁ ସୂଚନା ମିଳିଛି । କ୍ୟାବିନେଟର ସମ୍ପ୍ରସାରଣ ପାଇଁ ଗୁରୁବାର ଆଲୋଚନା ହୋଇଥିଳା । ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ଦଳର ସାଧାରଣ ସଚିବ କେସି ବେଣୁଗୋପାଳ ଓ ରଣଦୀପ ସୂର୍ଯେୱାଲଙ୍କ ମଧ୍ୟରେ ୫ ଘଂଟାରୁ ଅଧିକ ସମୟ ଧରି ଏହି ବୈଠକରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ମନ୍ତ୍ରୀ ପଦ ପାଇଁ କେତେକ ବିଧାୟକ ସମ୍ପର୍କରେ ଆଲୋଚନା କରାଯାଇଥିବା ଜଣାପଡିଛି । ମେ ୨୦ରେ ଶପଥ ନେଇଥିଲେ ସିଦ୍ଦରମେୟା, ଡିକେ ଶିବକୁମାର ଓ ଅନ୍ୟ ୮ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ