Masthead

ମମତା-ଅଶ୍ୱିନୀ କଥା କଟାକଟି

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାହାନଗା ସାଲିମାର ଓ କରମଣ୍ଡଳ ରେଳ ଦୁର୍ଘଟଣାର ଶେଷ ହୋଇଛି ଉଦ୍ଧାରକାର୍ଯ୍ୟ । ଏହାରି ମଧ୍ୟରେ ଦୁର୍ଘଟଣା ସ୍ଥଳରେ ମମତା-ବୈଷ୍ଣବ କଥା କଟାକଟି ହେଇଛନ୍ତି । ମୃତକଙ୍କ ସଂଖ୍ୟାକୁ ନେଇ ଦୁଇ ନେତା କଥା କଟାକଟି ହୋଇଥିବା ନଜର ଆସିଛି । ମମତା ବାନାର୍ଜୀ ଏହି ରେଳ ଦୁର୍ଘଟଣାରେ ୫୦୦ରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥିବା କହିଥିଲେ । ଏହାର ଜବାବ ରଖି ଅଶ୍ୱିନୀ ବୈଷ୍ଣବ ୫୦୦ ନୁହେଁ, ମୃତୁ୍ୟସଂଖ୍ୟା ୨୩୮ କହିଥିଲେ ଅଶ୍ୱିନୀ ବୈଷ୍ଣବ । ମମତା ବାନାର୍ଜୀ ମଧ୍ୟ ଏହାର ଜବାବ ରଖି କହିଥିଲେ ଜନତାଙ୍କୁ ସଠିକ୍ ତଥ୍ୟ ଦିଆଯାଉ । ସେ ଆହୁରି ମଧ୍ୟ କହିଛନ୍ତି ଏଥିରେ ଆଣ୍ଟି କୋଲିସନ ଥିଲେ ଦୁର୍ଘଟଣା ହୋଇନଥାନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା