Masthead

କ୍ରିକେଟ ମ୍ୟାଚକୁ ନେଇ ମହାଭାରତ, ଯୁବକଙ୍କ କାଟିଲେ ଆଙ୍ଗୁଠି

ଗୁଜୁରାଟ (ବଡ଼ ଖବର ବ୍ୟୁରୋ): କ୍ରିକେଟ ମ୍ୟାଚରେ ବଲ ଉଠାଇବାକୁ ନେଇ ଜଣେ ଦଳତିି ବ୍ୟକ୍ତିଙ୍କ ଆଙ୍ଗୁଠି କାଟି ଦିଆଯାଇଛି । ଏଭଳି ଘଟଣା ଘଟିଛି ଗୁଜୁରାଟର ପାଟନା ଜିଲ୍ଲାରେ । ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି । ପୀଡ଼ିତା ହେଲେ କୀର୍ତ୍ତି । ପାଟନା ଜିଲ୍ଲାର କାକୋସି ଗାଁରେ କ୍ରିକେଟ ମ୍ୟାଚ ଚାଲିଥିଲା । ମ୍ୟାଚ ମଝିରେ ଜଣେ ଦଳିତ ଯୁବକ ବଲ ଉଠାଇଥିଲେ । ଯାହାକୁ ନେଇ ଖେଳୁଥିବା ଯୁବକମାନେ ରାଗିଯାଇଥିଲେ ।

ପରେ ଦଳିତ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଅପମାନ କରିବା ସହ ବଲ ଉଠାଇଥିବା ବ୍ୟକ୍ତିଙ୍କୁ ଗାଳି କରି ଡରାଇ ଥିଲେ । ଯାହାକୁ ନେଇ ବିରୋଧ କରିଥିଲେ କୀର୍ତ୍ତିଙ୍କ ଦାଦା ଧୀରଜ ପରମାର । ପରେ ମାମଲା ଶାନ୍ତ ପଡ଼ିଯାଇଥିଲା । ହେଲେ ସନ୍ଧ୍ୟାରେ ୭ ଜଣ ଖେଳୁଥିବା ଯୁବକମାନେ ଧାରୁଆ ଅସ୍ତ୍ର ଧରି ଧୀରଜ ଏବଂ କୀର୍ତ୍ତିଙ୍କ ଘରେ ଆକ୍ରମଣ କରିଥିଲେ । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଯୁବକ କୀର୍ତ୍ତିଙ୍କ ଆଙ୍ଗୁଠି କାଟି ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ