Masthead

ଶାନ୍ତିଶୃଙ୍ଖଳା ରକ୍ଷା ପୋଲିସ ପାଇଁ ଚ୍ୟାଲେଞ୍ଜ

ପୁରୀ (ବଡ଼ ଖବର ବ୍ୟୁରୋ): ସୁରକ୍ଷା ଗଡ଼ ପାଲଟିଛି ଶ୍ରୀକ୍ଷେତ୍ର ପୁରୀ। ଜଳ, ସ୍ଥଳ ଆକାଶ ସବୁଠି ମୁତୟନ ହୋଇଛନ୍ତି ସୁରକ୍ଷାକର୍ମୀ। ବଙ୍ଗୋପସାଗରରେ ତଟ ସୁରକ୍ଷା ବାହିନୀ ଚକ୍କର କାଟୁଛନ୍ତି। ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ରଖିଛନ୍ତି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର। ଆକାଶରେ ଡ୍ରୋନର ସାହାରା ନିଆଯାଇଛି। ଆକାଶ ମାର୍ଗରୁ ଅସାମାଜିକ ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ଡ୍ରୋନ୍। ପୁରୀ ସହର ସମେତ ୫ କିଲୋମିଟର ସଂଲଗ୍ନ ଅଞ୍ଚଳକୁ ଘେରି ରହିଛି ପୋଲିସ। ୧୮୭ ପ୍ଲାଟୁନ୍ ଯବାନ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି।

୧ ହଜାରରୁ ଅଧିକ ପୋଲିସ ଅଫିସରଙ୍କ ନେତୃତ୍ଵରେ ସୁରକ୍ଷା ବାହିନୀ କାର୍ୟ୍ୟ କରୁଛନ୍ତି। ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ପୁରୀରେ ଡେରା ପକାଇଛନ୍ତି, ପୋଲିସ ଡିଜି, ଗୃହ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ବହୁ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀ। ରଥଯାତ୍ରାରେ ସ୍ଵେଚ୍ଛାସେବୀ ଓ ଅଗ୍ନିଶମ ବାହିନୀଙ୍କ ଭୂମିକା ଅତି ଗୁରୁତ୍ଵପୂଣ୍ଣ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ