Masthead

୨୧ ପରିବର୍ତ୍ତେ ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ୨୬ ତାରିଖ ଠାରୁ ନିୟମୀତ ସମୟାନୁସାରେ ଚାଲିବ ସ୍କୁଲ । ଖରାଛୁଟି ପରେ ୩ଦିନ ସକାଳୁଆ ସ୍କୁଲ । ୨୨ରୁ ସକାଳ ସାଢେ ୬ଟାରୁ ୧୦ ହେବ ସ୍କୁଲ ସମୟ । ଝାରସୁଗୁଡ଼ାରେ ୨୨ରେ ଖୋଲିବ ସବୁ ସ୍କୁଲ । ସମ୍ବଲପୁରରେ ମଧ୍ୟ ୨୨ରେ ଖୋଲିବ ସ୍କୁଲ । ୨୨ରୁ ସ୍କୁଲ ଖୋଲାକୁ ନେଇ ଜିଲ୍ଲାପାଳଙ୍କ ସୂଚନା । ୨୬ ଠାରୁ ନିୟମିତ ସମୟ ଅନୁସାରେ ଚାଲିବ ସ୍କୁଲ । ଗ୍ରୀଷ୍ମ ପ୍ରବାହ ହେତୁ ୨୧ ପରିବର୍ତ୍ତେ ୨୨ରେ ଖୋଲିବ ସ୍କୁଲ । ୯.୩୦ ରୁ ୧୦ ଟା ମଧ୍ୟରେ ପିଲାଙ୍କୁ ମିଳିବ ମଧ୍ୟହ୍ନ ଭୋଜନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା