୨୧ ପରିବର୍ତ୍ତେ ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ୨୬ ତାରିଖ ଠାରୁ ନିୟମୀତ ସମୟାନୁସାରେ ଚାଲିବ ସ୍କୁଲ । ଖରାଛୁଟି ପରେ ୩ଦିନ ସକାଳୁଆ ସ୍କୁଲ । ୨୨ରୁ ସକାଳ ସାଢେ ୬ଟାରୁ ୧୦ ହେବ ସ୍କୁଲ ସମୟ । ଝାରସୁଗୁଡ଼ାରେ ୨୨ରେ ଖୋଲିବ ସବୁ ସ୍କୁଲ । ସମ୍ବଲପୁରରେ ମଧ୍ୟ ୨୨ରେ ଖୋଲିବ ସ୍କୁଲ । ୨୨ରୁ ସ୍କୁଲ ଖୋଲାକୁ ନେଇ ଜିଲ୍ଲାପାଳଙ୍କ ସୂଚନା । ୨୬ ଠାରୁ ନିୟମିତ ସମୟ ଅନୁସାରେ ଚାଲିବ ସ୍କୁଲ । ଗ୍ରୀଷ୍ମ ପ୍ରବାହ ହେତୁ ୨୧ ପରିବର୍ତ୍ତେ ୨୨ରେ ଖୋଲିବ ସ୍କୁଲ । ୯.୩୦ ରୁ ୧୦ ଟା ମଧ୍ୟରେ ପିଲାଙ୍କୁ ମିଳିବ ମଧ୍ୟହ୍ନ ଭୋଜନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ