Before Header

ନିର୍ବାଚନ ପୂର୍ବରୁ ବିରୋଧୀ ଅଭିଯୋଗ କରିବେ: ବିଜେଡି

0 24

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୧୦୮ ପୃଷ୍ଠା ଚାର୍ଜସିଟ କରିବ ବିଜେପି ।ଚାର୍ଜସିଟରେ ସରକାରଙ୍କ ବିଫଳତା, ଦୁର୍ନୀତିରେ ଲିପ୍ତ ପ୍ରସଙ୍ଗ ରହିବ । କୋଇଲାରୁ ଲୁହା ଦୁର୍ନୀତି, ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ମଧ୍ୟ ରହିବ ।ବିଜେପିର ଚାର୍ଜସିଟ ଦାଖଲ ନେଇ ବିଜେଡିର ପ୍ରତିକ୍ରିୟା ମଧ୍ୟ ଆସିଛି । ଆଗକୁ ନିର୍ବାଚନ ଅଛି । ବିରୋଧୀ ଦଳ ଏଭଳି ଅଭିଯୋଗ କରିବେ । ନିର୍ବାଚନ ଆଗରୁ ଯେଉଁମାନେ ଲୋକଙ୍କ ପାଖକୁ ଯାଉନଥିଲେ ସେମାନେତ କିଛି ପ୍ରସଙ୍ଗ ନେଇ ଯିବେ କହିଛି ବିଜେଡି । ତେଣୁ ଚାର୍ଜସିଟକୁ ଆଳ କରି ଯିବାକୁ ଯୋଜନା କରିଛନ୍ତି ବିରୋଧୀ । କେବଳ ନିର୍ବାଚନୀ ମାହୋଲ ବନାଇବା ପାଇଁ ପ୍ରୟାସ କରୁଛନ୍ତି ବୋଲି ବିଜେଡି କହିଛି ।

 

 

Leave A Reply

Your email address will not be published.