Masthead

ଓଡ଼ିଶା ସରକାରଙ୍କୁ କଡ୍ଡା ସମାଲୋଚନା କଲେ ଜେପି ନଡ୍ଡା

ଭବାନୀପାଟଣା (ବଡ଼ ଖବର ବ୍ୟୁରୋ): ଭବାନୀପାଟଣାରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଉଦବୋଧନ । ଉଦବୋଧନରେ ବାହାନଗା ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଜେପି ନଡ୍ଡା । ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସକୁ କଷ୍ଟ ହେଉଛି, ସାରା ବିଶ୍ୱ ମୋଦିଙ୍କୁ ପ୍ରଶଂସା କରେ କହିଲେ ନଡ୍ଡା । ଓଡ଼ିଶାରେ ଘୋଟାଲା ପରେ ଘୋଟାଲା ହେଉଛି । ଓଡ଼ିଶା ଚଲାଉଛି କିଏ? ପ୍ରଶ୍ନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି । ନେତା ନା ଅଫିସର, ନବୀନ ଅଫିସରଙ୍କୁ ଦାୟିତ୍ୱ ଦେଇ ଦେଇଛନ୍ତି । ଆପଣ ଓ ମୁଁ ମଧ୍ୟ ଜାଣିଛି କିଏ ଚଲାଉଛି ସରକାର । ଅଧିକାରୀଙ୍କ ହାତରେ ପୁରା ଶାସନ ଟେକିଦେଇଛନ୍ତି ନବୀନ । ଜନତା ଭୋଟ ଜଣଙ୍କୁ ଦେବ, ଶାସନ ଆଉଜଣେ କରିବେ । ଏଭଳି ସରକାର ଆମର ଦରକାର କି ପ୍ରଶ୍ନ କଲେ ନଡ୍ଡା । ଭ୍ରଷ୍ଟାଚାର, ଦୁର୍ନୀତିରେ ଓଡ଼ିଶାର ଶାସନ ବୁଡ଼ିଥିବା ମଧ୍ୟ କହିଲେ ଜେପି ନଡ୍ଡା । ଏହିଭଳି ଓଡ଼ିଶା ସରକାରକୁ କଡ୍ଡା ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ