Masthead

ସିଡିପିଓଙ୍କ ଦୁର୍ବ୍ୟବହାର, ଘଟଣାର ତଦନ୍ତ ଆରମ୍ଭ

ରାଇଘର (ବଡ଼ ଖବର ବ୍ୟୁରୋ):  ବଡ଼ ଖବରର ବଡ଼ ପ୍ରଭାବ । ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । କିରାଣୀଙ୍କୁ ସିଡିପିଓଙ୍କ ଦୁର୍ବ୍ୟବହାର ଘଟଣାର ତଦନ୍ତ ଆରମ୍ଭ । ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ସିଡିପିଓ କାର୍ଯ୍ୟାଳୟରେ କିରାଣୀଙ୍କୁ ଦୁର୍ବ୍ୟବାହର କରିଥିଲେ ସିଡିପିଓ ଗିତାଞ୍ଜଳୀ ମହାରଣା । ଗାଳି ଗୁଲଜ କରିବା ସହ ଚେୟାରରୁ ଧକ୍କା ଦେଇ ଫୋପାଡିଦେଲେ ସିଡିପିଓ ।

ଆହତ କିରାଣୀ ମେଡିକାଲରେ ଭର୍ତ୍ତି । ଜଣେ ବରିଷ୍ଠ ମହିଳା କିରାଣୀଙ୍କୁ ସିଡ଼ିପିଓ ମାଡ଼ ମାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କିରାଣୀ ଜଣକ ବସିଥିବା ଅବସ୍ଥାରେ ଚୌକି ସହ ସିଡ଼ିପିଓ ଠେଲି ଦେଇଥିଲେ । ସିଡ଼ିପିଓ ଗୀତାଂଜଳି ମହାରଣା କେଉଁ କାରଣରୁ ସେଠାକାର କିରାଣୀ ସଂତୋଷିନୀ ମିଶ୍ରଙ୍କୁ ଧକ୍କା ଦେଇଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ