Before Header

ସିବିଆଇକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

0 74

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସିବିଆଇର କାର୍ଯ୍ୟଶୈଳୀକୁ ନେଇ ସୁପ୍ରିମକୋର୍ଟ ସିବିଆଇକୁ ଭର୍ତ୍ସନା କରିଛନ୍ତି । ଏହା ସହ ସୁପ୍ରିମକୋର୍ଟ ସିବିଆଇକୁ ମାମଲାର ସମାଧାନର ସଫଳତା ହାର ପଚାରିଛନ୍ତି । କେବଳ ଏତିକି ନୁହେଁ ବରଂ କେତେ ମାମଲା ସମାଧାନ ହୋଇଛି ବୋଲି ମଧ୍ୟ ସିବିଆଇକୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ ।

ସେହପରି କେତେଜଣଙ୍କୁ ଦଣ୍ଡ ଦିଆଯାଇଛି ? ବର୍ତ୍ତମାନ ସିବିଆଇ ସହିତ ବିଚାରାଧୀନ ମାମଲା ସଂଖ୍ୟା କେତେ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.