Masthead

ଏହି ଯୁଦ୍ଧ କେବଳ ବିଜେପି ସରକାର ବିରୋଧରେ ଆରମ୍ଭ ହୋଇଛି : ସୁପ୍ରିୟା ସୁଲେ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ଏନସିପି ସଭାପତି ଶରଦ ପାୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋ ଅସମ୍ମାନ କରନ୍ତୁ କିଛି ନାହିଁ । କିନ୍ତୁ ମୋ ବାପାଙ୍କ ବିଷୟରେ ଗୋଟାଏ ଶଦ୍ଦ ବରଦାସ୍ତ କରିପାରିବି ନାହିଁ । ଗତକାଲି ଅଜିତ ପାୱାର ଓ ଶରଦ ପାୱାରଙ୍କ ଦୁଇଟି ପୃଥକ ପୃଥକ ବୈଠକ ହୋଇଥିଲା । ଯେଉଁଥିରେ ବିଭିନ୍ନ କଥା କଟାକଟି ହୋଇଥିଲା ।

ଯାହାକୁ ନେଇ ସେ କହିଥିଲେ ଏହି ଯୁଦ୍ଧ କେବଳ ବିଜେପି ସରକାର ବିରୋଧରେ ଆରମ୍ଭ ହୋଇଛି। ବିଜେପି ଦେଶର ଭଷ୍ଟ୍ରାଚାରୀ ଦଳ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଚାରି ବର୍ଷ ତଳେ ଅତ୍ୟନ୍ତ ଭାବପ୍ରବଣ ଥିଲି । କିନ୍ତୁ ଏବେ ମୁଁ ବହୁତ ଷ୍ଟ୍ରଙ୍ଗ ହୋଇଛି । ଆମର ପ୍ରକୃତ ସଂଗ୍ରାମ କୌଣସି ବ୍ୟକ୍ତି ବିଶେଷଙ୍କ ବିରୋଧରେ ନୁହେଁ ବିଜେପି କାର୍ଯ୍ୟକାରିତା ବିରୁଦ୍ଧରେ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ