Masthead

ସୁଦାନରେ ଭୟଙ୍କର ଏୟାର ଷ୍ଟ୍ରାଇକ, ୨୨ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୁଦାନ ସେନା ଓ ବିଦ୍ରୋହୀ ଅର୍ଦ୍ଧସାମରିକ ସେନା ଗୋଷ୍ଠୀ ମୁହାଁମୁହିଁ । ରାଜଧାନୀ ଖାର୍ତୁମର ପଡ଼ୋଶୀ ସହରରେ ଏୟାର ଷ୍ଟ୍ରାଇକ ଳ ୨୨ ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଥିବା ସୂଚନା ମିଳିଛି । ଜଣେ ଖାର୍ତୂମ୍ ସରକାରୀ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ଶନିବାର ବିମାନ ଆକ୍ରମଣରେ ଅନ୍ୟୂନ ୨୨ଜଣଙ୍କର ପ୍ରାଣହାନୀ ଘଟିଛି। କିନ୍ତୁ, ମୃତ୍ୟୁସଂଖ୍ୟା ୩୧ ବୋଲି ଜାରି କରିଥିବା ବିବୃତିରେ ‘ଆର୍ଏସ୍ଏଫ୍’ କହିଛି। ଏହାଛଡ଼ା, ଏହି ବିମାନ ଆକ୍ରମଣ ଯୋଗୁଁ ବହୁସଂଖ୍ୟକ ଘରଦ୍ୱାର ଧ୍ବଂସ ହୋଇଯାଇଥିବା କଥା ଉଲ୍ଲେଖ କରିଛି।

ରାଜଧାନୀକୁ ଅକ୍ତିଆର କରିବା ଲାଗି ଗତ ଏପ୍ରିଲ୍ ମାସଠାରୁ ଦେଶର ସେନା ଓ ପାରାମିଲିଟାରି ଫୋର୍ସଙ୍କ ମଧ୍ୟରେ ସଂଘର୍ଷ ଚାଲିଛି। ଦେଶର ଭବିଷ୍ୟତ ସଂକ୍ରାନ୍ତରେ ସେନାମୁଖ୍ୟ ଜେନେରାଲ୍ ଅବ୍ଦେଲ୍ ଫତାହ ଅଲ୍-ବୁର୍ହାଁ ଏବଂ ‘ରାପିଡ୍ ସପୋର୍ଟ ଫୋର୍ସେସ୍’ର (ଆର୍ଏସ୍ଏଫ୍) ମୁଖ୍ୟ ଜେନେରାଲ୍ ମହମ୍ମଦ୍ ହାମ୍ଦାନ୍ ଦାଗାଲୋଙ୍କ ମଧ୍ୟରେ ମନାନ୍ତର ହେବାରୁ ସଂଘର୍ଷ ଆରମ୍ଭ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା