Masthead

ଅଜିତଙ୍କୁ ମିଳିପାରେ ଅର୍ଥ ବିଭାଗ !

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):   ମହାରାଷ୍ଟ୍ର ଏନସିପିର ଭେଟରାନ ନେତା ଅଜିତ ପାୱାର । କିଛି ଦିନ ତଳେ ସିନେ୍ଦ ଗୋଷ୍ଠୀରେ ଯୋଗ ଦେଇଛନ୍ତି । ଖାଲି ସିଏ ନୁହନ୍ତି ତାଙ୍କ ସହ ଆଉ ୮ ବିଧାୟକ ମଧ୍ୟ ଯୋଗ ନେଇଛନ୍ତି । କିନ୍ତୁ ସିନେ୍ଦ ଗୋଷ୍ଠୀରେ ମିଶିବା ପରେ ନା ଅଜିତ ନା ଅନ୍ୟ ବିଧାୟକମାନଙ୍କୁ କିଛି ବିଭାଗ ମିଳିଛି । ଏବେ ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇପାରି ନାହିଁ। ଏହାକୁ ନେଇ କିଛିଦିନ ହେବ ମନ୍ଥନ ଜାରି ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଅନୁସାରେ ଅଜିତ ପାଓ୍ବାରଙ୍କୁ ଅର୍ଥ କି ଗୃହ ମନ୍ତ୍ରଣାଳୟ ମିଳିପାରେ।

ଉପ ମୁଖ୍ୟମନ୍ତ୍ରୀ ପାଓ୍ବାରଙ୍କୁ ଏହି ମନ୍ତ୍ରଣାଳୟ ହସ୍ତାନ୍ତର ଲାଗି ପ୍ରାୟତଃ ନିଷ୍ପତ୍ତି ନିଆ ସରିଛି। ଏବେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଛି। ଏହି ବିଭାଗକୁ ନେଇ ଗତ ପ୍ରାୟ ଏକ ସପ୍ତାହ ହେବ ଲଗାତାର ବୈଠକ ଚାଲିଛି। ମହାରାଷ୍ଟ୍ରରେ ବିଭାଗ ବଣ୍ଟନକୁ ନେଇ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। କୁହାଯାଉଛି କି ଶାହାଙ୍କ ସହ ସାକ୍ଷାତ ପରେ ଆଗକୁ ଆଇନର ଲଢେଇ ସମ୍ପର୍କରେ ଚର୍ଚ୍ଚା ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ