Masthead

ଶିମିଳିପାଳ ସ୍ପେସାଲ ସ୍କ୍ୱାର୍ଡର ସଫଳତା,୫ ବନ୍ଧୁକ ସହିତ ୩ ଶିକାରୀ ଗିରଫ

ମୟୁରଭଞ୍ଜ (ବଡ଼ ଖବର ବ୍ୟୁରୋ): ମୟୁରଭଞ୍ଜ ଶିମିଳିପାଳ ସ୍ପେସାଲ ସ୍କ୍ୱାର୍ଡର ସଫଳତା । ୨ଟି ପୃଥକ ଅପରେସନ୍ ରେ ମୟୁରଭଞ୍ଜ ପୋଲିସର ସ୍ପେସାଲ ସ୍କ୍ୱାର୍ଡ ହାତରେ ଲାଗିଛି ୫ଟି ବେଆଇନ ଦେଶୀ ବନ୍ଧୁକ । ଏଥି ସହିତ ୩ଜଣ ସନ୍ଦିଗ୍ଧ ଶିକାରୀ ଗିରଫ। ୧୫ତାରିଖ ଭୋର ୩ଟା ବେଳେ ଶିମିଳିପାଳ ସଂଲଗ୍ନ ବଡସାହି ଥାନା ଅଧିନସ୍ଥ ରେଣ୍ଟାସାହି, ଯଦୁନାଥପୁର, ଚନ୍ଦନଚତୁରୀ, ଚମ୍ପାଗଡ, ହାତୀକୋଟ୍ ଅଞ୍ଚଳରେ ଚଢାଉ କରି ୫ଟି ବେଆଇନ ଦେଶୀ ବନ୍ଧୁକ ଜବତ ହୋଇଛି। ଗିରଫ ହୋଇଥିବା ଶିକାରୀ ମାନେ ହେଲେ ମହେନ୍ଦ୍ର ସିଂ , ଶ୍ୟାମସୁନ୍ଦର ସିଂ ଓ ମଦନ ସିଂ । ଏମାନେ ସମସ୍ତେ ବଡସାହି ଥାନା ର ହାତୀକୋଟ ଗାଁର ବୋଲି ଜଣା ପଡିଛି। ଅନ୍ୟ ଏକ ସର୍ଚ୍ଚ ଅପରେସନ୍ ରେ ଖୁଣ୍ଟା ଥାନା ବହଳଦା ଜଙ୍ଗଲରେ ଅଜଣା ଶିକାରୀ ଲୁଚାଇଥିବା ୫ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇ.ଜି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା