Masthead

ବିଦେଶରେ ଗୃହ ବନ୍ଦୀ ୩୫ରୁ ଉର୍ଦ୍ଧ୍ୱ ଯୁବକ

କେନ୍ଦ୍ରାପଡା(ବଡ଼ ଖବର ବ୍ୟୁରୋ): ଅଧିକ ପଇସା ରୋଜଗାର କରିବା ଆଶାରେ ବିଦେଶକୁ ଚାକିର କରିବାକୁ ଯାଇ ଫସିଗଲେ ୩୫ରୁ ଉର୍ଦ୍ଧ ଯୁବକ । ଏହି ଯୁବକ ମାନେ କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି । ତେବେ କେନ୍ଦ୍ରାପଡ଼ାର ରାଜକନିକା ଓ ଆଳି, ରାଜକନିକା କାଟଣାବଣିଆ, ଜୟନଗର, କୋଇଲିପୁର, ଦେଉଳତରା, ତ୍ରଲୋକ୍ୟପୁର ଅଞ୍ଚଳର ଓ ଆଳିର ପୋଡା ମରେଇ ଅଞ୍ଚଳର୩୫ଜଣ ଯୁବକ ବୋଲି ଜଣା ପଡିଛି।

ତେବେ ତିନିମାସ ତଳେ ଜଣେ ଦଲାଲ ମାଧ୍ୟମରେ ଥାଇଲାଣ୍ଡ ଆଟାପଲାଓ ଅଞ୍ଚଳରେ ଏକ ପ୍ଳାଇଉଡ଼ କମ୍ପାନୀରେ କାମ କାରୁଥିଲେ । କିଛିଦିନ ପରେ କମ୍ପାନୀ ସେମାନଙ୍କୁ ଦରମା ଓ ଖାଇବାକୁ ନଦେଇ ହଇରାଣ କରିବା ସହ ମାଡ଼ ମାରୁଥିଲେ ଏହି ଓଡ଼ିଆ ଶ୍ରମିକ ମାନେ ନିଜର ପା୍ସପୋର୍ଟ ମାଗିବା ରୁ ସେମାନଙ୍କର ପା୍ସପୋର୍ଟ କମ୍ପାନୀ କର୍ମଚାରୀ ନେଇଯାଇଥିବା ଏକ ଭିଡିଓ ପଠାଇଛନ୍ତି ଓଡ଼ିଆ ଶ୍ରମିକ ମାନେ । ତେବେ ଯାଜପୁର ଜିଲ୍ଲାର ସିଂହପୁର ଅଞ୍ଚଳର ଓ ଭଦ୍ରକ ଜିଲ୍ଲାର ମତୁ ଅଞ୍ଚଳର କିଛି ଯୁବକ ଥିବା ଜଣାପଡିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା