Masthead

ରାଜନେତାଙ୍କ ପାଇଁ ମୌନବ୍ରତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତେଜୁଛି ମୋକିମ-ଚିରଞ୍ଜୀବ ଝଡ଼ । ମୋକିମ-ଚିରଞ୍ଜୀବଙ୍କୁ କଂଗ୍ରେସରୁ ନିଲମ୍ବନ ପରେ ଭିତରେ ଭିତରେ ଜୋର ଧରୁଛି ପଲିଟିକ୍ସ । କାର୍ଯ୍ୟକାରୀଣି ବୈଠକରେ ଚାଲିଛି ନେତାଙ୍କ କଥା କଟାକଟି । ସେପଟେ କଟକରେ ୩ ପଲଟିସିଆନଙ୍କ ପାଇଁ କର୍ମୀ କରିଛନ୍ତି ମୈନବ୍ରତ । କଟକ ଉଇଣ୍ଡସର୍ ପ୍ୟାଲେସରେ ବହୁ ସଂଖ୍ୟାରେ ସମର୍ଥକ ଯୋଗ ଦେଇ ପ୍ରତିବାଦରେ ବସିଛନ୍ତି । ନିକଟରେ ଦଳ ବିରୋଧୀ କାର୍ଯ୍ୟ ଆଧାରରେ କଂଗ୍ରେସ ଏହି ଦୁଇ ନେତାଙ୍କୁ ନିଲମ୍ବନ କରିଛି ।

ଆଉ ନିଲମ୍ବନ ଆଦେଶର ପୁନର୍ବିଚାର ପାଇଁ ଦୁଇ ନେତାଙ୍କ ସମର୍ଥକ ଦାବି କରିଛନ୍ତି । ନିଲମ୍ବିତଙ୍କ ସମର୍ଥକଙ୍କ ହୋହଲ୍ଲାକୁ ଆଖିରେ ରଖି କଂଗ୍ରେସ ଭବନରେ ହୋଇ ନାହିଁ ବୈଠକ । ଭୁବନେଶ୍ୱରର ଏକ ହୋଟେଲ ଚାଲିଛି ବୈଠକ । ବୈଠକରେ ସମସ୍ତ ବିଧାୟକ, ସାଂସଦ ଓ ଦଳର ବରିଷ୍ଠ ନେତା ଯୋଗ ଦେଇଛନ୍ତି । ପ୍ରଥମେ ପଲିଟିକାଲ ଆଫେୟାର୍ସ ବୈଠକ ଆରମ୍ଭ ହୋଇଛି । ତାପରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବ । ଶେଷରେ ବସିବ ରାଜ୍ୟ କଂଗ୍ରେସ ପଦାଧିକାରୀ ବୈଠକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ