Masthead

ରିଲିଜ ହେଲା ‘କଙ୍ଗୁଭା’ର ପୋଷ୍ଟର

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଦକ୍ଷିଣର ସବୁଠାରୁ ବଡ ତାରକା ସୂର୍ଯ୍ୟ ବର୍ତ୍ତମାନ ନିଜ ଦମଦାର ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି । ଫିଲ୍ମଟି ପ୍ରାୟ ୧୦ଟି ଭାଷାରେ ରିଲିଜ ହେବ । ଚଳଚ୍ଚିତ୍ର ‘କଙ୍ଗୁଭା’ର ପୋଷ୍ଟର କିଛି ସମୟ ପୁର୍ବରୁ ଆସିଥିଲା । ପୋଷ୍ଟର ଦେଖି ସିନେମା ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ସୂର୍ଯ୍ୟଙ୍କ ଜନ୍ମଦିନରେ ଦର୍ଶକଙ୍କୁ ଏକ ବଡ ଉପହାର ଦେଇ ନିର୍ମାତାମାନେ ‘କଙ୍ଗୁଭା’ର ଝଲକ ସେୟାର କରିଛନ୍ତି ।

ବିଗତ କିଛି ବର୍ଷ ଧରି,ଭାରି ଭିଏଫଏକ୍ସ ସହିତ ବହୁ ପରିମାନରେ ନିର୍ମିତ ଅନେକ ଏପିକ ଡ୍ରାମା ଚଳଚିତ୍ର ଆସିଛି । ମାତ୍ର ସୁପରଷ୍ଟାର ସୂର୍ଯ୍ୟଙ୍କ ଏହି ଫିଲ୍ମଟି କିଛି ନୂଆ ଝଲକ ନେଇ ଆସିବ ବୋଲି ଫ୍ୟାନ୍ସମାନେ ଆଶା କରୁଛନ୍ତି । ତେବେ ସାଉଥ୍ ଷ୍ଟାରଙ୍କ ଏହି ଫିଲ୍ମଟି ଦର୍ଶକ ମାନଙ୍କୁ କେତେ ପସନ୍ଦ ଆସିବ ତାହା ଫିଲ୍ମର ରିଲିଜ ପରେ ଜଣାପଡିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି