ବିବାଦ ପରେ କମିଲା ଫିଲ୍ମର ଆୟ

ନୁଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିକଟରେ ରିଲିଜ ହୋଇଛି ହଲିଉଡର ଏକ ଫିଲ୍ମ ଓପେନହାଇମର । ଗୋଟିଏ ପଟେ ଫିଲ୍ମଟି ବକ୍ସ ଅଫିସରେ ଧମାକା କରୁଥିବା ବେଳେ ଅନ୍ୟ ପଟରେ ଫିଲ୍ମର ଏକ ସିନକୁ ନେଇ ବିବାଦ ବଢିବାରେ ଲାଗିଛି ।

ଫିଲ୍ମରେ ଏକ ଇଣ୍ଟିମେଟ ସିନ୍ ରେ ଗୀତା ପଢିବାକୁ ନେଇ ବିବାଦ ବଢିବାରେ ଲାଗିଛି । ଭାରତରେ ଏହି ସିନକୁ ତୀବ୍ର ବିରୋଧ କରାଯିବା ସହ ନିର୍ଦ୍ଦେଶକଙ୍କୁ କଡା ସମାଲୋଚନା କରାଯାଇଛି । ତେବେ ବର୍ତ୍ତମାନ ଏହାର ପ୍ରଭାବ ପିଲ୍ମର ଆୟ ଉପରେ ପଡିଛ ।ଭାରତୀୟ ବକ୍ସ ଅଫିସରେ ଭଳ ଓପେନିଂ କରିଥିଲା ।

ଏପରିକି ସପ୍ତାହ ଶେଷ ପର୍ଯ୍ୟନ୍ତ ଭାରତରେ ଏହି ଚଳଚ୍ଚିତ୍ରର ବ୍ୟବସାୟ ବହୁତ ଭଲ ଥିଲା । ଓପେନହାଇମର ଦୁଇଟି ଭାଷାରେ ଭାରତରେ ରିଲିଜ ହୋଇଥିଲା । ହିନ୍ଦୀରେ ରୋଜଗାର ବିଷୟରେ କହିବାକୁ ଗଲେ ଫିଲ୍ମଟି ଉଦଘାଟନୀ ଦିନରେ ୧.୭୫ କୋଟି ରୋଜଗାର କରିଥିଲା ।କିନ୍ତୁ ଏହି ସପ୍ତାହରେ ସିନ୍ ପାଇଁ ଫିଲ୍ମର ରୋଜଗାରରେ ବହୁତ ହ୍ରାସ ଘଟିଛି । ଫିଲ୍ମଟି ମାତ୍ର ୭୮ଲକ୍ଷ ବ୍ୟବସାୟ କରିଛି ।ଭାରତରେ ଏପର୍ଯ୍ୟନ୍ତ ଫିଲ୍ମର ମୋଟ ଆୟ ୫୫.୭୫ କୋଟି ଆୟ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’