Masthead

ଚର୍ଚ୍ଚାରେ ବାବୁରାମଙ୍କ ରିକ୍ସା, ଯାହା କୌଣସି ଆଲିସନ ବଙ୍ଗଳାଠୁ କମ ନୁହେଁ ।

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):ଫୁଟପାଥରେ ହଜାର ହଜାର ଲୋକଙ୍କୁ ଆପଣ ଦେଖିଥିବେ । କିନ୍ତୁ ମହାରାଷ୍ଟ୍ରର ଫୁଟପାଥରେ ରହୁଛନ୍ତି ଜଣେ ଏମିତି ବ୍ୟକ୍ତି ଯିଏକି ନିଜ ରିକ୍ସାକୁ ପରିଣତ କରିଛନ୍ତି ଆଲିସନ ବଙ୍ଗଳାରେ । ସେ ହେଉଛନ୍ତି ହାଇଟେକ ଭିକ୍ଷୁକ ବାବୁରାମ ।

ସବୁଠୁ ଖାସ କଥା ହେଉଛି ତାଙ୍କ ରିକ୍ସାରେ ରହିଛି ଆତ୍ୟାଧୁନିକ ସୁବିଧା । ରିକ୍ସାରେ ଏଲଇଡି ବଲବ ସହିତ ଟିଭି, ସ୍ପିକର, ଇନଭଟର, ଜେନେରେଟର, ଫ୍ୟାନ ଓ ଖଟ ମଧ୍ୟ ରହିଛି । ଏହି ରିକ୍ସା ତାଙ୍କର ଆଲିସନ ବଙ୍ଗଳା ପାଲଟିଥିବା ବେଳେ ବାବୁରାମ ନିଜ ପତ୍ନୀଙ୍କ ସହିତ ଭାରତ ଭ୍ରମଣ କରୁଛନ୍ତି । ସେ ଏହି ରିକ୍ସାରେ ନିଜ ପତ୍ନୀଙ୍କ ସହିତ ଗତ ୬ବର୍ଷ ଧରି ଜୀବନ କାଟୁଛନ୍ତି ।

ପ୍ରଥମେ ସେ ଭିକ୍ଷା ବୃତ୍ତି କରୁଥିଲେ ଏବେ ସେହି ରିକ୍ସାରେ ହିଁ ଏକ ଦୋକାନ ଦେଇଛନ୍ତି ।ତେବେ ଏହି ରିକ୍ସା କୁ ବାବୁରାମ ନିଜେ ଡିଜାଇନ କରିଛନ୍ତି ।ପ୍ରତ୍ୟେକ ଜିନିଷ କୁ କିସ୍ତିରେ ନେଇ ସେ ଏହି ରିକ୍ସାକୁ ଏକ ଘର ଭଳି ସଜାଇଛନ୍ତି । ବାବୁରାମଙ୍କ ଏହି ରିକ୍ସାଟି ଅତ୍ୟନ୍ତ ସ୍ୱତନ୍ତ୍ର ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ