Masthead

ପୁତୁରାର ଆକ୍ରମଣରେ ବଡ଼ ମାଆ ଗୁରୁତର

ଭଦ୍ରକ (ବଡ଼ ଖବର ବ୍ୟୁରୋ): ପୁତୁରାର ମାଡ଼ରେ ବଡ଼ ମାଆ ଗୁରୁତର । ଭଦ୍ରକ ବାଂଶଡ଼ା ଥାନା ବଜରାପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତ୍ରୁତାରରୁ ବଡ଼ ମାଆ ଉପରେ ରାଗ ସୁଝାଇବା ପାଇଁ ଏଭଳି କାଣ୍ଡ ଘଟାଇଛି । ଘରେ ବଡ଼ ମାଆ କାମକରୁଥିବା ସମୟରେ ପଛପଟୁ ଆସି ପୁତୁରା ରାଜିବ ଏକ ଲୁହା ରଡକୁ ବଡ଼ ମାଆର ବେକ, ଛାତି ଏବଂ ପିଠିରେ ଭୁସି ଦେଇଥିଲା ବଡ଼ ମାଆ ର ଚିତ୍କାର ଶୁଣି ଗାଁ ଲୋକେ ଦଉଡି ଆସି ଦେଖିଲା ବେଳକୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ତଳେପଡି ଚିତ୍କାର କରୁଛି ବଡ ମାଆ ।

ବଜରାପୁର ଗାଁର ଶଶିଧର ଶତପଥି ଏବଂ ତାଙ୍କ ବଡ ଭାଇ ପ୍ରଭାକର ସତପଥିଙ୍କ ଭିତରେ ଜମି ବାଡି ବିବାଦ ଲାଗି ରହିଥିଲା । ଜମି ବାଡି ବିବାଦକୁ ନେଇ ପୁରୁରା ଏଭଳି କରିଥିବା ସୂଚନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା