Masthead

ଯୁଦ୍ଧ ଜାହାଜରୁ ବ୍ରହ୍ମୋସ ପରୀକ୍ଷା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆତ୍ମନିର୍ଭରଶୀଳ କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ସଫଳତା । ନୌସେନାର ଫ୍ରଣ୍ଟଲାଇନ୍‌ ଗାଇଡେଡ୍‌ ମିଶାଇଲ ଡେଷ୍ଟ୍ରୋୟର ଆଇଏନଏସ୍‌ ମୋର୍ମୁଗାଓରୁ ବ୍ରହ୍ମୋସ୍‌ ସୁରପସୋନିକ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି। ଜାହାଜ ଏବଂ ଅସ୍ତ୍ର ଦୁଇଟିଯାକ ଭାରତରେ ନିର୍ମାଣ କରାଯାଇଥôଲା । ସମୁଦ୍ରରେ ଭାରତୀୟ ନୌସେନା ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରଥମ ପରୀକ୍ଷଣ ମିସାଇଲ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଛି । ଉଭୟଆଇଏନଏସ ମୋରାମୁଗାଓ ଓ ବ୍ରହ୍ମୋସ ସୁପରସୋନିମ ମିସାଇଲ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । ସୂଚନା ଅନୁସାରେ ଆଇଏନଏସ୍‌ ମୋର୍ମୁଗାଓ ଏବଂ ବ୍ରହ୍ମୋସ୍‌ ସୁରପସୋନିକ କ୍ରୁଜ ମିଜାଇଲ ଭାରତର ସ୍ୱଦେଶୀ ଜ୍ଞନକୌଶଳରେ ନିର୍ମତ ହୋଇଛି ।

ସମୁଦ୍ରରେ ଭାରତୀୟ ନୌସେନାର ଆଗ୍ନେୟାସ୍ତ୍ର ଶକ୍ତିକୁ ବୃଦ୍ଧି କରିଛି । ୧୫ ଷ୍ଟିଲଥ ଗାଇଡେଡ ମିସାଇଲ ବିଧ୍ୱଂସକ ପ୍ରକଳ୍ପ ଅଧୀନରେ ଆଇଏନଏସ ମୋରମୁଗାଓ ଦ୍ୱିତୀୟ । ମାଜାଗାଓଁ ଡକ ସିପବିଲଡର୍ସ ଲିମିଟେଡରେ ଏହାର ନିର୍ମାଣ ହୋଇଛି । ଗୋଆର ପ୍ରମୁଖ ବନ୍ଦର ମୋରମୁଗାଓ ନାମରେ ଏହି ବିଧ୍ୱଂସକର ନାମକରଣ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ