ଅଗଷ୍ଟ ୮ରେ ହେବ ଅନାସ୍ଥା ପ୍ରସ୍ତାବ ବଡ଼ ଖବରରାଜ୍ୟ By Bada Khabar Bureau On Aug 1, 2023 Share FacebookTwitterWhatsAppEmailTelegramPrint ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅନାସ୍ଥା ପ୍ରସ୍ଥାବକୁ ବିରୋଧ କରିବ ବିଜେଡି । ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ଥାବ ଆଣିଛି ବିରୋଧୀ ମେଣ୍ଟ । ଅଗଷ୍ଟ ୮ରେ ହେବ ଅନାସ୍ଥା ପ୍ରସ୍ତାବ । ସଂସଦରେ ୮ ରୁ ୧୦ ଯାଏଁ ହେବ ଅନାସ୍ଥା ଆଲୋଚନା । ୧୦ରେ ଗୃହରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ । Share