Masthead

୧୮ ଅଗଷ୍ଟରେ ରିଲିଜ ହେବ ସିରିଜ ‘ଏପି ଢିଲଂ; ଫାର୍ଷ୍ଟ ଅଫ ଦ କାଇଣ୍ଡ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିକଟରେ ପଞ୍ଜାବୀ ରାପର ଏପି ଢିଲଂଙ୍କ ଉପରେ ଆଧାରିତ ‘ଏପି ଢିଲଂ; ଫାର୍ଷ୍ଟ ଅଫ ଦ କାଇଣ୍ଡ’ ନାମକ ସିରିଜର ଘୋଷଣା କରାଯାଇଛି । ଏହା ୧୮ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି । ଏାହାର ୪ଟି ପାର୍ଟ ହେବ ବୋଲି କୁହାଯାଉଛି । ଏହି ସିରିଜରେ ଅମୃତପାଲ ସିଂ ଢିଲଂଙ୍କ ଜୀବନ କାହାଣୀ ଦର୍ଶକମାନଙ୍କ ସାମ୍ନାକୁ ଆସିବ ।

ଏହି ସିରିଜରେ କିପରି ଏପି ଢିଲଂ ପଞ୍ଜାବର ଏକ ଛୋଟ ଗାଁରୁ ବ୍ରିଟିଶ କଲମ୍ବିଆ ପର୍ଯ୍ୟନ୍ତ ନିଜର ଯାତ୍ରା ଆରମ୍ଭ କରିଥିଲେ ତାହା ଦେଖିବାକୁ ମିଳିବ । ଏହାର ଘୋଷଣା ପରେ ଦର୍ଶକମାନ ଖୁବ ଉତ୍ସାହିତ ହେବା ସହ ସିରିଜର ରିଲିଜକୁ ଅପେକ୍ଷା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା