Masthead

ବନ୍ଧୁ ପାଇଁ ଦିନଟିଏ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ୱାର୍ଲ୍ଡ ଫ୍ରେଣ୍ଡସିପ ଡେ । ଏହି ଦିନଟିକୁ ଆମେ ବନ୍ଧୁ ପାଇଁ ମନେଇଥାଉ । ରକ୍ତର ସମ୍ପର୍କଠୁ ବି ଅଧିକ ନିବିଡ଼ ବନ୍ଧୁର ସମ୍ପର୍କ, ଆଜି ସେହି ବନ୍ଧୁ ପାଇଁ ଦିନଟିଏ ଆଜିର ଦିନକୁ ସାରା ବିଶ୍ବରରେ ବନ୍ଧୁ ଦିବସ ଭାବେ ସେଲିବ୍ରେଟ କରାଯାଏ । ପ୍ରତି ବର୍ଷର ଅଗଷ୍ଟ ମାସର ପ୍ରଥମ ରବିବାର ଦିନଟିକୁ ୱାର୍ଲ୍ଡ ଫ୍ରେଣ୍ଡସିପ ଡେ ଭାବେ ମନେଇ ଥାଏ ସାରା ବିଶ୍ୱ ।

ସୁଃଖ ଦୁଃଖରେ ସାଥି ଯିଏ ସେ ପ୍ରକୃତ ବନ୍ଧୁ । ଖାଲି ସୁଖରେ ନୁହେଁ ବିଶେଷ କରି ଦୁଖଃ ସମୟରେ ଯିଏ ତୁମ ସହିତ ଠିଆ ହୋଇଥାଏ ସେ ପ୍ରକୃତ ବନ୍ଧୁ । ସବୁବେଳେ ଅଗକୁ ବଢିବା ସିଖାଇ ଥାଏ ଜୀବନରେ ସବୁବେଳେ ଭଲ କାମରେ ଉତ୍ସାହିତ କରିବା ସହିତ ଖରାପ କାମରୁ ତୁମକୁ ଦୂରେଇ ରଖିଥାଏ ସେ ପ୍ରକୃତ ବନ୍ଧୁ । ଯେ ଧନୀ ଗରିବର ପାର୍ଥକ୍ୟ ଦେଖେନି ସେ ପ୍ରକୃତ ବନ୍ଧୁ ।

ସ୍ୱାର୍ଥପର ଦୁନିଆରେ ସର୍ତ୍ତ ନରଖୁଥିବା ମଣିଷ ଲୁହ ପୋଛିଦେଇ, କାନ୍ଧରେ ହାତ ରଖି ସାହସ ଦେଉଥିବା ଦମ୍ଭ ଦେଉଥିବା ବ୍ୟକ୍ତି ପ୍ରକୃତ ବନ୍ଧୁ । ବନ୍ଧୁତ୍ୱ ଅସୀମ , ଅମାପ ପ୍ରେମ ଶ୍ରଦ୍ଧା ଯତ୍ନରେ ଭରା ଅମୁଲ୍ୟ ସଂପର୍କ ଟିଏ । ଦିନ ପରେ ଦିନ ମାସ ପରେ ମାସ ବର୍ଷ ପରେ ବର୍ଷ ଯେଉଁ ବ୍ୟକ୍ତି ସହ ବିତି ଯାଏ ଆଉ ଆମକୁ ସମୟ ଜଣା ପଡେ ନାହିଁ ସେ ହିଁ ତ ପ୍ରକୃତ ବନ୍ଧୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର