Masthead

ମଣିପୁର ହିଂସା ବିରୋଧରେ ତୁମୁଡିବନ୍ଧ ବ୍ଲକର ଖ୍ରୀଷ୍ଟିୟ ସମାଜ ଦ୍ୱାରା ଶୋଭାଯାତ୍ରା

ତୁମୁଡିବନ୍ଧ (ବଡ଼ ଖବର ବ୍ୟୁରୋ): ତୁମୁଡିବନ୍ଧ ଦୀର୍ଘ ୩ ମାସ ଧରି ମଣିପୁର ରାଜ୍ୟରେ ଲାଗିରହିଥିବା ହିଂସାକୁ ବିରୋଧ କରିଛି ତୁମୁଡିବନ୍ଧ ବ୍ଲକ ଖ୍ରୀଷ୍ଟିୟ ସମାଜ । ପୂର୍ବ ଭଳି ଶାନ୍ତି, ସଦଭାବନା ଫେରାଇ ଆଣିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ୫ ଶହରୁ ଉର୍ଦ୍ଧ ଖ୍ରୀଷ୍ଟିଆନ ମହିଳା ପୁରୁଷ ଏକତ୍ରିତ ହୋଇ ସ୍ଥାନୀୟ ବିଡିଓ ଙ୍କ ଜରିଆରେ ଏକ ୫ ଦଫା ଦାବିପତ୍ର ସୋମବାର ଦିନ ପ୍ରଦାନ କରିଛନ୍ତି । ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ରୁ ଶହ ଶହ ଖ୍ରୀଷ୍ଟ ଧର୍ମାବଲମ୍ବୀ ଏକ ଶୋଭାଯାତ୍ରାରେ ବାହାରି ଆମ୍ବେଦକର ଛକ ପର୍ୟ୍ୟନ୍ତ ଯାଇ ହାତରେ ପ୍ଲା କାର୍ଡ ଧରି ବିଭିନ୍ନ ନାରାବାଜୀ କରି ମଣିପୁର ହିଂସାର ବିରୋଧ ପ୍ରଦର୍ଶନ କରିଛନ୍ତି । ତୁମୁଡିବନ୍ଧ ବ୍ଲକର ୧୧ ଟି ପଞ୍ଚାୟତର ଶତାଧିକ ମଣ୍ଡଳୀରୁ ୫ ଶହରୁ ଉର୍ଦ୍ଧ ଖ୍ରୀଷ୍ଟ ଧର୍ମାବଲମ୍ବୀ ଏହି ରାଲିରେ ସାମିଲ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା