Masthead

ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ୩ୟ ଟି-୨୦ ମ୍ୟାଚ; ଭାରତ ପାଇଁ କର ବା ମର ପରସ୍ଥିତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ୩ୟ ଟି-୨୦ ମ୍ୟାଚ । । ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ୨ ଟି ମ୍ୟାଚ ଭାରତ ପରାଜିତ ହୋଇଥିବାରୁ ଆଜିର ମ୍ୟାଚ ଟିମ ଇଣ୍ଡିଆ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ଆହୁରି ଦୁଇଟି ମ୍ୟାଚ ବାକି ଥିଲେ ବି ଆଜିର ମ୍ୟାଚରେ ବିଜୟୀ ହେଲେ ହିଁ ଭାରତର ସିରିଜ ବିଜୟ ଆଶା ଉଜ୍ଜିବୀତ ରହିବ । ତେଣୁ ଭାରତ ପାଇଁ କର ବା ମର ପରସ୍ଥିତି ହୋଇଛି। ଆଜିର ମ୍ୟାଚ ଯଦି ଭାରତ ସପକ୍ଷରେ ନଯାଏ ତେବେ ସିରିଜ ହାତେଇବ ୱେଷ୍ଟଇଣ୍ଡିଜ୍‌ ।

ଓ୍ବେଷ୍ଟଇଣ୍ଡିଜ ଦୁଇ ମ୍ୟାଚ ଜିତି ୨-୦ ରେ ଆଗୁଆ ରହିଛି । ୨୦୧୬ ପରଠାରୁ ୱେଷ୍ଟଇଣ୍ଡିଜ ସହ ଖେଳା ଯାଇଥିବା କୌଣସି ଟି-୨୦ ସିରିଜରେ ଭାରତ କେବେବି ପରାଜିତ ହୋଇନାହିଁ । ତେଣୁ ଏତେ ସହଜରେ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଓ୍ବେଷ୍ଟଇଣ୍ଡିଜକୁ ହାତେଇବାକୁ ଦେବା ନାହିଁ ଭାରତ । ଦୁଇଟି ମ୍ୟାଚ ହାରିଥିଲେ ବି ଆଜିର ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆ ଫର୍ମକୁ ଫେରିବ ବୋଲି ଆଶା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ