Masthead

‘ରାଗିଲେ ଜଗଦୀପ, ଡେରକ ଓ ବ୍ରାୟନ କହିଲେ ଆପଣ ବସନ୍ତୁ..’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୋମବାର ବିଳମ୍ବିତ ରାତିରେ ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ ହୋଇଛି । ଏହି ସମୟରେ ଟିଏମସି ସାଂସଦ ଡେରକ ଓ ବ୍ରାୟନ ଦିଲ୍ଲୀ ସେବା ବିଲ୍ ଉପରେ ତୀବ୍ର ବିତର୍କ କରିଥିଲେ । ଯାହାକୁ ନେଇ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରାଗି ଯାଇଥିଲେ । ଜଗଦୀପ ସେତେବଳେ ରାଗିଥିଲେ ଯେତେବେଳ ରାଜ୍ୟ ସରକାରଙ୍କ ସଂଶୋଧନ ବିଲ୍, ୨୦୨୩ ରେ ଟିଏମସି ସଦସ୍ୟ ତାଙ୍କ ଭାଷଣକୁ ସୀମିତ କରିବାକୁ ମନା କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ।

ଡେରକ ଓ ବ୍ରାୟନ ଅଧ୍ୟକ୍ଷ କହିଛନ୍ତି, ଏହା ତୁମର ଅଭ୍ୟାସରେ ପରିଣତ ହୋଇଛି । ଆପଣ ଏହାକୁ ଏକ ରଣନୀତି ଭଳି କରୁଛନ୍ତି । ଆପଣ ଏହି ଗୃହକୁ ନଷ୍ଟ କରୁଛନ୍ତି । ଆପଣ ବସନ୍ତୁ । ଏହାକୁ ଧନଖଡ଼ କହିଥିଲେ ଯେ ଆପଣ କ’ଣ ଏଠାକୁ ହଙ୍ଗାମା କରିବାକୁ ଆସିଛନ୍ତି । ଆପଣ କ’ର ଶପଥ କରିଛନ୍ତି । ଏଭଳି ଚତୁରତା କେବେ ବି ସଫଳ ହେବ ନାହିଁ । ଏଠାରେ ଜଣେ ସଦସ୍ୟ ଅଛନ୍ତି ଯିଏ ବ୍ୟକ୍ତିଗତ ପ୍ରଚାର ପାଇଁ ଏଠାକୁ ଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା