Masthead

କଳା ବ୍ୟାଚ୍ ପିନ୍ଧି କାର୍ଯ୍ୟ କରୁଛନ୍ତି ପିଓ

ଯାଜପୁର (ବଡ଼ ଖବର ବ୍ୟୁରୋ):ଯାଜପୁର ଯାଜପୁର ଜିଲ୍ଲା ସୁକିନ୍ଦାର କାର୍ଯ୍ୟରତ ପିଓ ମାନେ କଳା ବ୍ୟାଚ୍ ପିନ୍ଧି ବ୍ଲକ କାର୍ୟ୍ୟରେ ନିୟଜିତ ରହିଥିଵା ଦେଖିବାକୁ ମିଳିଛି । ସୂଚନା ମୁତାବକ ସୁକିନ୍ଦା ବ୍ଲକର ପିଓ, ମାନେ ନିଜ କକ୍ଷ ରେ ବସି ନିଜେ ସରକାରୀ କାର୍ଯ୍ୟ କରିବା ସହ କଳା ବ୍ୟାଚ୍ ପିନ୍ଧି ନିଜର ପ୍ରଦିବାଦ ଜଣାଇଥିଲେ । ତେବେ ସେମାନଙ୍କ ଅଭିଯୋଗ ମୂତାବକ ପିଓ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ସରକାର +୩ କରିବା ସହ ଯେଉଁ ଭଳି ଆରଆଇ ମାନଙ୍କ ପାଇଁ ସଵୁ ସୁଭିଧା ସୁଯୋଗ ରହିଛି ସେମାନଙ୍କର ପଦଉର୍ନତ ମଧ୍ୟ ହୋଇପାରୁଛି ।

ସେହିଭଳି ପିଓ ମାନଙ୍କର ମଧ୍ୟ ପଦଉର୍ନତ ହେବା ଆବଶ୍ୟକ ବୋଲି ଅଲ୍ ଓଡିଶା ପିଓ ସଂଘର ଡାକରା ରେ ଆଜି ସୁକିନ୍ଦା ବ୍ଲକର ପିଓ ମାନେ ସାମିଲି ହୋଇଥିଲେ । ତେବେ ୭ ତାରିଖ ରୁ ଆରମ୍ଭ ଏହି ପ୍ରତିବାଦ ଆସନ୍ତା ୧୭ ତାରିଖ ଯାଏ ଜାରି ରହିବ ବୋଲି ସୂଚନା ଦେଇ କହିଥିବା ବେଳେ ୧୮ ତାରିଖ ମଧ୍ୟ ରେ ସରକାର ସେମାନଙ୍କ ଦାବୀ ପୁରଣ ନକଲେ ସେମାନେ ଆନ୍ଦୋଳନ କୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନି ଦେଇ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି