ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):   ଆରମ୍ଭ ହେଲା ଲୋକସଭାରେ ଅନାସ୍ଥା ବିତର୍କ । ଲୋକସଭାରେ ଭାଷଣ ଆରମ୍ଭ କଲେ ରାହୁଲ ଗାନ୍ଧି । ସଦସ୍ୟତା ଫେରିପାଇଥିବାରୁ ଧନ୍ୟବାଦ ଦେଇ ଆରମ୍ଭ କଲେ ଭାଷଣ । ଆଜି ମୁଁ ଦିମାଗରୁ ନୁହେଁ ହୃଦୟରୁ ଭାଷଣ ରଖିବାକୁ ଯାଉଛି । ମୋ ଭାଷଣରେ ଡରିବାର ନାହିଁ । ଆଦାନୀ ଉପରେ ଆଜି କିଛି କହିବିନି । ଭାରତ ଯୋଡ଼ୋ ଯାତ୍ରାକୁ ନେଇ ମତ ରଖିଲେ ରାହୁଲ । ମୋ ଯାତ୍ରା ଏଯାଏଁ ସରିନି । ଏବେ ବି ଯାତ୍ରା ଜାରି ରହିଛି ।

Leave a Reply

Your email address will not be published. Required fields are marked *