Masthead

ମଧୁବାବୁ ପେନସନ ଯୋଜନାରେ ଦଲାଲରାଜ

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ମଧୁବାବୁ ପେନସନ ଯୋଜନାରେ ଆରମ୍ଭ ହେଲାଣି ଦଲାଲ ରାଜ । ହିତାଧିକାରୀ ଦଲାଲ ସାଥିରେ ଆସିଲେ ଯୋଜନାରେ ଅନ୍ତର୍ଭୁକ୍ତ କରାଉଛନ୍ତି ଅଫିସର । ଦିବ୍ୟାଙ୍ଗକୁ ଯୋଜନାରେ ଅନ୍ତର୍ଭୁକ୍ତ କରାଇବାକୁ ଅଫିସରଙ୍କ ପାତର ଅନ୍ତର ନୀତିକୁ ନେଇ ବ୍ଲକ ପରିସରରେ ଉତେଜନା । ଜନ ପ୍ରତିନିଧିଙ୍କ କଥା ଶୁଣୁ ନାହାନ୍ତି ଅଧିକାରୀ । ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବହୁ ହିତାଧିକାରୀ ପଞ୍ଜିକୃତ କରିଥିଲେ ।

କିନ୍ତୁ ସେଥିରେ ଥିବା ବିଭାଗିୟ ଅଧିକାରୀମାନେ ବହୁ ହେର ଫେର୍ କରିବା ସହିତ ୬୦ ବର୍ଷର ବହୁ ହିତାଧିକାରୀଙ୍କୁ ମଞ୍ଜୁର ହେଇଥିବା ବେଳେ ୬୫ ରୁ ୭୦ବର୍ଷର ବହୁ ହିତାଧିକାରୀଙ୍କୁ ମଞ୍ଜୁର ନ ହେବା ସହିତ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରିବା ପାଇଁ ମଧ୍ୟ ପାତର ଅନ୍ତରକୁ ଅଧିକାରୀ ଆପଣେଇଛନ୍ତି । ଯାହାପାଇଁ ଆଜି ବ୍ଳକ ପରିସରରେ ଆଜି ବହୁ ହିତାଧିକାରୀ ଜନ ପ୍ରତିନିଧି ଆସି ବ୍ଳକ ସାମାଜିକ ସୁରକ୍ଷା ଅଧିକରୀ ଗୌରାଙ୍ଗ ସାମଲଙ୍କୁ ଘେରିବା ସହିତ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା