Masthead

କେମିତି ରହିବ ଜେଡିୟୁର ପ୍ରଦର୍ଶନ? କ’ଣ କହିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଗାମୀ ଲୋକସଭା ନିର୍ବାଚନରେ କେମିତି ରହିବ ଜେଡିୟୁର ପ୍ରଦର୍ଶନ? ଦଳକୁ ମିଳିବ କେତେ ଭୋଟ? କ’ଣ ହେବ ନିତିଶଙ୍କ ରାଜନୈତିକ କ୍ୟାରିଅର? କ’ଣ କହୁଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର? ବିହାରରେ ଜେଡିୟୁ ଓ ନୀତିଶ କୁମାରଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି ପ୍ରଶାନ୍ତ କିଶୋର । ନୀତିଶଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଜେଡିୟୁ ନାମକ ଦଳର କୌଣସି ଭବିଷ୍ୟତ ନାହିଁ ।

ଅନ୍ତିମ କାଳରେ ଚାଲୁଛି ଦଳ । ଦଳର ମୁଖିଆଙ୍କୁ ଅନ୍ୟ କର୍ମକର୍ତ୍ତାଙ୍କର ଆବଶ୍ୟକତା ନାହିଁ । ତାଙ୍କୁ କେବଳ ତାଙ୍କ ମୁଖ୍ୟମନ୍ତ୍ରୀ ପଦବୀରେ ବସିବାର ଅଛି । ପ୍ରଶାନ୍ତ ଆହୁରି ମଧ୍ୟ କହିଛନ୍ତି ଜେଡିୟୁରେ ତଳସ୍ତରର କାର୍ୟ୍ୟକର୍ତ୍ତାମାନେ ବହୁତ ଭଲ କାମ କରୁଛନ୍ତି । ଲାଲୁ ପ୍ରସାଦଙ୍କ ଶାସନ ସମୟରେ ରାଜ୍ୟରେ ଏକ ଦୃଢ ବିକଳ୍ପ ଦଳ ଭାବେ କାର୍ୟ୍ୟ କରୁଥିଲା ଜେଡିୟୁ । ଯେଉଁଥି ପାଇଁ ଅଧିକାଂଶ ଲୋକେ ଲାଲୁଙ୍କ ହାତ ଛାଡି ନିତିଶଙ୍କ ସାଥ୍ ଦେଇଥିଲେ । କିନ୍ତୁ ଆଜି ସେହିମାନଙ୍କୁ ନିତିଶ କୁମାର ଅଣଦେଖା କରୁଛନ୍ତି ବୋଲି କହିଛନ୍ତି ପ୍ରଶାନ୍ତ କିଶୋର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ