Masthead

ବରୀ ପରେ ଏବେ ବିଂଝାରପୁରରେ କୁମ୍ଭୀର ଆତଙ୍କ

OK

ବିଂଝାରପୁର(ବଡ଼ ଖବର ବ୍ୟୁରୋ): ବରୀ ପରେ ବିଂଝାରପୁରରେ ଦେଖାଦେଇଛି କୁମ୍ଭୀର ଆତଙ୍କ । ଖରସ୍ରୋତା ନଦୀରେ ଦେଖା ଯାଇଛି କୁମ୍ଭୀର । କୁମ୍ଭୀରକୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇଯାଇଛନ୍ତି । ଓଳେଇଚନ୍ଦନପୁର ପଞ୍ଚାୟତର ଚନ୍ଦନପୁରଠାରେ ସୁମିତ୍ରା ସାମଲ ଗାଧେଇବାକୁ ଯାଇଥିବା ବେଳେ କୁମ୍ଭୀର ଦେଖିଵାକୁ ପାଇଥିଲେ ।

ପୁଣି ଅପରାହ୍ନ ସମୟରେ ଆଉ ଜଣେ ବ୍ୟକ୍ତି ନଦୀରେ କୁମ୍ଭୀର ଦେଖିଥିଲେ । କିଛି ଦିନ ତଳେ ସର୍ବସମ୍ମୁଖରେ କୁମ୍ଭୀର ଜଣେ ମହିଳାଙ୍କୁ ମର୍ମାତୁତ ଭାବେ ମାରି ଖାଇଦେଇଥିଲା । ଏପଟେ ବାରମ୍ବାର ସ୍ଥାନୀୟ ଲୋକେ କୁମ୍ଭୀର ଦେଖିଲା ପରେବି ସ୍ଥାନୀୟ ବନ ବିଭାଗ କୌଣସି ତତତ୍ପରତା ଦେଖାଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ