Masthead

ଅଜିତ ପାୱାର ଏନସିପିର ନେତା, ଆମ ଦଳରେ କୌଣସି ଫାଟ ନାହିଁ : ସୁପ୍ରିୟା ସୁଲେ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଏନସିପି ନେତ୍ରୀ ଝିଅ ସୁପ୍ରିୟା ସୁଲେଙ୍କ ବୟାନ । କହିଛନ୍ତି ଏନସିପିରେ କୌଣସି ଫାଟ ନାହିଁ । କେବଳ ଏତିକି ନୁହେଁ ଅଜିତ ପାୱାର ହେଉଛନ୍ତି ଦଳର ବରିଷ୍ଠ ନେତା । ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ପୁଣେର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସୁପ୍ରିୟା କହିଛନ୍ତି, ଏନସିପିରେ କୌଣସି ଫାଟ ନାହିଁ, ବାସ କିଛି ନେତା ଭିନ୍ନ ଷ୍ଟାଣ୍ଡ ନେଇଛନ୍ତି ।

ଏନେଇ ବାଚସ୍ପତିଙ୍କ ପାଖରେ ଅଭିଯୋଗ କରିଛୁ । ଶରଦ ପାୱାର ଏବେ ବି ଆମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଜୟନ୍ତ ପାଟିଲ ରାଜ୍ୟ ସଭାପତି ଅଛନ୍ତି । ଗତ ୨ ଜୁଲାଇରେ ଅଜିତ ପାୱାରଙ୍କ ଗୋଷ୍ଠୀ ସିନ୍ଦେ ସରକାରକୁ ସମର୍ଥନ ଦେଇଥିଲେ । ଯାହାକୁ ମହାରାଷ୍ଟ୍ରରେ ରାଜନୈତିକ ଭୂକମ୍ପ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ