Masthead

ଭୋଟ ଦେବାକୁ ମନାକଲେ ବାସୁଦେବପୁର ଗ୍ରାମବାସୀ

ବାସୁଦେବପୁର (ବଡ଼ ଖବର ବ୍ୟୁରୋ):  ରାସ୍ତା ନାହିଁ ତ ଭୋଟ ନାହିଁ । ପିଚୁ ରାସ୍ତା ଦୂରର କଥା ପକା ରାସ୍ତାଟିଏ ମଧ୍ୟ ନାହିଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାସୁଦେବପୁର ବ୍ଲକର ବିନୋବାଭାବେନଗର ପଂଚାୟତରେ । ପଞ୍ଚୟାତର ଏହି ରାସ୍ତାରେ ଆଖପାଖ ୭ ଗୋଟି ପଂଚାୟତର ୭୦ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି । ହେଲେ ରାସ୍ତ ପାଇଁ ଘରୁ ବାହାରିବା କଷ୍ଟ ହେଇପଡୁଛି । ଦୀର୍ଘ ୪କିଲୋମିଟର ରାସ୍ତା ପୁରା କାଦୁଅରେ ଭରା । ରାସ୍ତା ସାରା ୧ଫୁଟରୁ ୨ଫୁଟର କାଦୁଅ । ଯାହା ଫଳରେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଂଚିତ ରହୁଛନ୍ତି ପଞ୍ଚାୟତବାସୀ । ନା ଗାଁ ଭିତରକୁ ଆମ୍ବୁଲାନ୍ସ ଟିଏ ଯାଇପାରୁଛି ନା ଦମକଳ ଗାଡିଟିଏ ଆସିପାରୁଛି । ନିର୍ବାଚନ ଆସିଲେ ନେତାମାନେ ବହୁ ପ୍ରତିଶୃତି ଦେଇଥାନ୍ତି କିନ୍ତୁ ସବୁ ପ୍ରତି ସୃତି କଥାରେ ରହି ଯାଇଛି । ହେଲେ କାମରେ ଲାଗୁନି ପ୍ରତିଶୃତି । ଯେଉଁଥିପାଇଁ ଲୋକ କହୁଛନ୍ତି ଏଥର ରାସ୍ତା ନାହିଁ ତ ଭୋଟ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ