Masthead

ପଶ୍ଚିମବଙ୍ଗକୁ ବେଆଇନ ଗୋ-ଚାଲାଣ, ଗାଡି ଜାଳିଦେଲେ ଦୁର୍ବୃତ୍ତ

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ଗୋରୁ ବୋଝେଇ ଗାଡି ଜାଳିଦେଲେ ଦୁର୍ବୃତ୍ତ । ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ଗୋରୁ ଗାଡିକୁ ଅଟକାଇ ଗୋରୁକୁ ଉଦ୍ଧାର ପରେ ଗାଡିକୁ ନିଆଁ ଲଗାଇ ଦେଲେ ଲୋକେ । କମର୍ଦ୍ଦା ଥାନା ଉଲୁଡ଼ା ତାରେଣୀ ଛକ ନିକଟରେ ଘଟିଛି ଘଟଣା । ୩ଟି ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଅଟକାଇଥିଲେ ଲୋକେ । ସୂଚନା ଅନୁସାରେ ବାଲିଆପାଳ-କମର୍ଦା ରାସ୍ତା ଦେଇ ପ୍ରତିଦିନ ପିକଅପରେ ଭର୍ତ୍ତି ହୋଇ କମର୍ଦ୍ଦା ଥାନା ଆଗ ଦେଇ ଗୋରୁ ଗାଡି ପଶ୍ଚିମବଙ୍ଗ କୁ ଚାଲାଣ ହେଇଥାଏ ଯାହାର ଅଭିଯୋଗ ବାଲିଆପାଳ ଥାନା ଓ କମର୍ଦ୍ଦା ଥାନା ପରେ ପୋଲିସ ର ନିରବ ଦ୍ରଷ୍ଟା ସାଜିଥିଲା ସେଥିପାଇଁ ସ୍ଥାନିୟ ଲୋକ ମାନେ ଆଜି ଉଲୁଡ଼ା ତାରେଣୀ ଛକ ନିକଟରେ ଗୋ ଚାଲାଣ ହେଉଥିବା ତିନଟି ପିକଅପ ଭେନ କୁ ଧରିଥିଲେ । ଗାଡିରୁ ସମସ୍ତ ଗୋରୁ ଉଦ୍ଧାର କରି ନେଇ ଜିବା ପରେ ଦୁଇଟି ପିକଅପ କୁ ନିଆଁ ଲଗାଇ ଦେଇଛନ୍ତି ସ୍ଥାନିୟ ଲୋକେ । ଘୋଟଣା ସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼