ସଡ଼କ ଦୁର୍ଘଟଣାରେ ୨ମୃତ ରାଜ୍ୟ By Bada Khabar Bureau On Sep 5, 2023 Share FacebookTwitterWhatsAppEmailTelegramPrint ନୂଆପଡ଼ା (ବଡ଼ ଖବର ବ୍ୟୁରୋ) : ନୂଆପଡ଼ାର ବଡ଼ମହେଶ୍ୱର ଜାତୀୟ ରାଜପଥରେ ଦୁର୍ଘଟଣା। ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ଅଛନ୍ତି । ଦୁଇ ମୃତକ ହେଲେ ବଡ଼ପଦର ଗାଁର ମାରୁତି ବେହେରା ଓ ଗୁଡୁ ନାଗ । ଏହି ଘଟଣାରେ ସ୍ଥାନୀୟ ଲୋକମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । Share