‘ୱାନ ନେସନ ୱାନ ଇଲେକ୍ସନ’ କେନ୍ଦ୍ରର ଲୁକାୟିତ ଷଡଯନ୍ତ୍ର: ପିନାରାୟ ବିଜୟନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୱାନ ନେସନ ୱାନ ଇଲେକ୍ସନକୁ ନେଇ ଚର୍ଚ୍ଚା ଜୋର ଧରିଛି । ୱାନ ନେସନ ୱାନ ଇଲେକ୍ସନକୁ ନେଇ କେରଲ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏହା ହେଉଛି କେନ୍ଦ୍ରର ଲୁକାୟିତ ଷଡଯନ୍ତ୍ର । ବର୍ତ୍ତମାନ ଭାରତ ଓ ସଂସଦୀୟ ଗଣତନ୍ତ୍ର ଉପର ଭୟଙ୍କର ବିପଦ ରହିଛି । ୱାନ ନେସନ ୱାନ ଇଲେକ୍ସନଏହି ବିପଦକୁ ଆହୁରି ବଢାଇବାକୁ ଯାଉଛି ।

ଏହାକୁ ବିରୋଧ କରିବା ପାଇଁ ସିଏମ୍ ବିଜୟନ ଅହ୍ୱାନ ଦେଇଛନ୍ତି । ସେ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ପୋଷ୍ଟ କରି କହିଛନ୍ତି ଯେ ୱାନ ନେସନ ୱାନ ଇଲେକ୍ସନ ଆମର ସାମ୍ବିଧାନିକ ମୂଲ୍ୟବୋଧ ତଥା ଗଣତାନ୍ତ୍ରିକ ପରମ୍ପରାକୁ କ୍ଷତି ପହଞ୍ଚାଇବା ପାଇଁ ଲୁକ୍କାୟିତ ଏଜେଣ୍ଡା ଅଟେ। ଏହି ନିରର୍ଥକ ଯୋଜନାକୁ ବିରୋଧ କରିବା ଏବଂ ଆମର ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଆମକୁ ଏକଜୁଟ ହେବା ଆବଶ୍ୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’