Masthead

ନୋଟିସ୍ ନକରି ଜବରଦଖଲ ଉଚ୍ଛେଦ ଅଭିଯୋଗ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଜବରଦଖଲ ଉଚ୍ଛେଦରେ ପାତରଅନ୍ତର ଅଭିଯୋଗ । କଂଗ୍ରେସ ନେତାଙ୍କ ଆକ୍ରୋଶର ଶିକାର ହେଲେ ଅବସର ତହସିଲ କର୍ମଚାରୀ । ଚାନ୍ଦବାଲି ବ୍ଲକ ଦିଗଛିଆ ଠାରୁ ବାଂଶଡା ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ପାଇଁ ଦୀର୍ଘ ମାସହେବ ଜବର ଦଖଲ ଉଚ୍ଛେଦ କାର୍ୟ୍ୟ ଜାରି ରହିଥିଲା । ଆଜି ଯଶିପୁର ବଜାରରେ ଚାନ୍ଦବାଲି ତହସିଲଦାର ଶୁଶାନ୍ତ ସୁତାର ଏବଂ ବାଂଶଡା ପୋଲିସ ମିଳିତ ଉଦ୍ୟମରେ ଜବରଦଖଲ ଉଚ୍ଛେଦ କାର୍ୟ୍ୟ ଚାଲୁଥିଲା । ଏହି ସମୟରେ ଜଣେ ଅବସର ତହସିଲ କର୍ମଚାରୀ ଦଶରଥ ଦାସ ଉଛେଦର ପାତରଅନ୍ତର କରୁଥିବା ଅଭିଯୋଗ କରିଥିଲେ । ଚାନ୍ଦବାଲି ତହସିଲଦାର ଶୁଶାନ୍ତ ସୂତାର ନୋଟିସ ନକରି ଜବରଦସ୍ତ ଉଚ୍ଛେଦ କରିବା ଏବଂ ଉଚ୍ଛେଦକାରୀମାନଙ୍କୁ ଅଧିକ ସମୟ ନଦେଇ ଜବରଦଖଲ ଉଚ୍ଛେଦ କାର୍ୟ୍ୟ କରୁଥିବା କଂଗ୍ରେସ ନେତା ଦିଗମ୍ବର ଦାସ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଜଣେ ଅବସର ତହସିଲ କର୍ମଚାରୀ ରଦରଥ ଦାସ ଚାନ୍ଦବାଲି ତହସିଲଦାରଙ୍କୁ ହାତ ବାରିସ କରି ଜବରଦଖଲକାରି ମାନଙ୍କ ପାଖରୁ ମୋଟା ଅଙ୍କର ଟଙ୍କା ନେଇ ଉଚ୍ଛେଦରେ ପାତରଅନ୍ତର କରୁଥିବା ଅଭିଯୋଗ ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ