Masthead

ଜିଲ୍ଲା ଗଠନ ଦାବୀରେ ଧାରଣାରେ ବସିଲେ ଧର୍ମଗଡ ବିଧାୟକ

ଧର୍ମଗଡ (ବଡ଼ ଖବର ବ୍ୟୁରୋ):ଧର୍ମଗଡ ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ୨୧ ତମ ଦିନରେ ଧାରଣା ଜାରି ରହିଥିବା ବେଳେ ଏହାକୁ ସମର୍ଥନ କରି ଧର୍ମଗଡ ବିଧାୟକ ଧାରଣାରେ ସାମିଲ ହୋଇଛନ୍ତି l ରବିବାର ୧୧ ଟା ରେ ଧର୍ମଗଡ ବିଧାୟକ ଶ୍ରୀ ବାଗ ଧାରଣାରେ ସାମିଲ ହୋଇ ଧର୍ମଗଡ କୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଦାବୀ କରିଛନ୍ତି ଏବଂ ଧର୍ମଗଡ ଜିଲ୍ଲା ପାଇଁ ବିଧାନସଭାରେ ପ୍ରସ୍ତାବ ଦେବି ବୋଲି କହିଛନ୍ତି l ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବରେ ଧର୍ମଗଡ କୁ ଜିଲ୍ଲା ମାନ୍ୟତା ଦେବେ ଏହା ଆମର ପୁରା ବିଶ୍ୱାସ ରହିଛି ବୋଲି ପ୍ରକାଶ କରିଛନ୍ତି l ଏହି ଗଣଧାରଣା ରେ ବିଧାୟକ ମୌସୁମୀ ବାଗ ଙ୍କ ସହିତ ସମସ୍ତ ଜିଲ୍ଲାପାରିଷଦ ଏବଂ ବିଜେଡି ସମର୍ଥିତ କାଉନସିଲର ମାନେ ଯୋଗଦେଇ ଜିଲ୍ଲା ଗଠନ ଦାବୀ କରିଛନ୍ତି l ଏହା ପୂର୍ବରୁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ମଧ୍ୟ ଧାରଣାରେ ଯୋଗଦେଇ ଜିଲ୍ଲା ଗଠନ ଦାବି କରିଛନ୍ତି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ