Masthead

ପାକିସ୍ତାନରୁ ଫେରିଥିବା ବିର୍ଜୁ କୁଲୁ ପୁଣି ନିଖୋଜ

ରାଉରକେଲା(ବଡ଼ ଖବର ବ୍ୟୁରୋ): ପାକିସ୍ତାନ ଜେଲରୁ ଫେରିଥିବା ବିର୍ଜୁ କୁଲୁ ନିଖୋଜ । ଲାହୋର ଜେଲରେ ୨୦ ବର୍ଷ ବିତାଇ ନଭେମ୍ବର ୧୩ ରେ ଗାଁକୁ ଫେରିଥିଲେ । ରାଉରକେଲା କୁତ୍ରାରେ ତାଙ୍କ ଘର । ୨୦ବର୍ଷ ପୂର୍ବେ ବିର୍ଜୁ ନିଖୋଜ ହୋଇ ପାକିସ୍ତାନ ପହଂଚିଯାଇଥିଲେ । କେଉଁ ପରିସ୍ଥିତିରେ ପାକିସ୍ତାନ ପହଂଚିଥିଲେ ତାହା ଜଣାପଡିନାହିଁ । ତେବେ ବିର୍ଜୁଙ୍କୁ ପାକିସ୍ତାନ ଦ୍ୱାରା ଭାରତ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା । ତାଙ୍କ ମାନସିକ ସ୍ଥିତି ଭଲ ନଥିବାବେଳେ ଶନିବାର ସେ ପୁଣି ନିଖୋଜ ହୋଇଛନ୍ତି । ବିର୍ଜୁଙ୍କ ଭଉଣୀ କୁତ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପୋଲିସ ଏବଂ ପରିବାର ପକ୍ଷରୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ପତା ମିଳିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ