Masthead

ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ସରପଞ୍ଚଙ୍କୁ ନିର୍ଦ୍ଧୁମ ମାଡ଼

ବିଂଝାରପୁର (ବଡ଼ ଖବର ବ୍ୟୁରୋ):ସରପଞ୍ଚଙ୍କୁ ନିର୍ଦ୍ଧୁମ ମାଡ଼। ଏଭଳି ଘଟଣା ଦେଖାଦେଇଛି ବିଝାରପୁର ଭୋଦୁଅ ପଞ୍ଚାୟତରେ । ଭୋଦୁଅ ପଞ୍ଚାୟତର ସରପଞ୍ଚ ଦେବି ପ୍ରସାଦ ମିଶ୍ରଙ୍କୁ ମାଡମାରିଛନ୍ତି ସେହି ପଞ୍ଚାୟତ ଦୁଇ ଜଣ ବ୍ୟକ୍ତି, । କେବଳ ମାଡ ନୁହଁ ମାଡ ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି ।

 

ତେବେ କଣ ପାଇଁ ମାଡ ମାରିଛନ୍ତି ତାର କାରଣ ଏ ପର୍ୟ୍ୟନ୍ତ ଅସ୍ପଷ୍ଟ ଅଛି । ଭାଇରାଲ ହୋଇଥିବା ମାଡ ମରା ସମୟର ଭିଡ଼ିଓ ସହ ବିଂଝାରପୁର ଥାନାରେ ଏତଲା ଦେଲେ ସରପଞ୍ଚ ଦେବି ପ୍ରସାଦ ମିଶ୍ର । ଏତଲା ଅନୁଯାୟୀ ମାଡ ମାରୁଥିବା ଦୁଇ ଜଣ ବ୍ୟକ୍ତି ହେଲେ ପାର୍ଥସାରଥୀ ଜେନା ଓ ବିଭୁତି ଜେନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ