Masthead

ପୃଥିବୀଠାରୁ ୯.୨ ଲକ୍ଷ ଦୂରରେ ପହଞ୍ଚିଲା ଆଦିତ୍ୟ- ଏଲ୍‌୧

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ ପାଦେ ଆଗେଇଲା ଆଦିତ୍ୟ ଏଲ-୧ ମିଶନ । ପୃଥିବୀ ପ୍ରଭାବ କ୍ଷେତ୍ରରୁ ବାହାରକୁ ଗଲା ଆଦିତ୍ୟ ଏଲ-୧ ମିଶନ । ଏକାଧିକ ଥର ପୃଥିବୀର କକ୍ଷପଥ ପରିକ୍ରମା କରିବା ପରେ ଏହା ୯.୨ କିମି ଅତିକ୍ରମ କରିସାରିଛି । ଏନେଇ ଶନିବାର ଭାରତର ସୂର୍ୟ୍ୟ ମିଶନ ବିଷୟରେ ଇସ୍ରୋ ସୂଚନା ଦେଇଛି। ଇସ୍ରୋ ଟୁଇଟ କରି କହିଛି ଯେ, ଆଦିତ୍ୟ- ଏଲ୍‌୧ ମିଶନ ଅଧୀନରେ ପଠାଯାଇଥିବା ମହାକାଶଯାନ ପୃଥିବୀର ପ୍ରଭାବ କ୍ଷେତ୍ରରୁ ସଫଳତାର ସହ ବାହାରି ୯.୨ ଲକ୍ଷ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିଛି।

ଆଦିତ୍ୟ- ଏଲ୍‌୧ ମହାକାଶଯାନ କ୍ରମାଗତ ଭାବରେ ଏହାର ନୂତନ ଘର ଲାଗ୍ରେଞ୍ଜ ପଏଣ୍ଟ ଆଡକୁ ଗତି କରୁଛି।ଏହା ହେଉଛି ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନ୍ୟ ଏକ ସଫଳତା । ଦ୍ୱିତୀୟ ଥର ପାଇଁ ଇସ୍ରୋ ଦ୍ୱାରା ପ୍ରେରିତ କୌଣସି ଉପଗ୍ରହ ବା ମହାକାଶ ଯାନ ପୃଥିବରୀ ପ୍ରଭାବ କ୍ଷତ୍ରକୁ ଅତିକ୍ରମ କରିବାରେ ସଫଳ ହୋଇଛି । ପ୍ରଥମ ସଫଳତା ଭାବେ ମଙ୍ଗଳ କକ୍ଷପଥରେ ଅବସ୍ଥାପିତ ହେବା ପାଇଁ ପ୍ରେରିତ ଉପଗ୍ରହ ପୃଥିବୀର ପ୍ରଭାବ କ୍ଷେତ୍ରକୁ ଅତିକ୍ରମ କରିବାରେ ସଫଳ ହୋଇଥିଲା । ଏବେ କ୍ରମରେ ଆଦିତ୍ୟ ଏଲ-୧ ଯୋଡି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ