Masthead

ଜିପିଏସ୍ ଦେଖାଇଲା ଭୁଲ ରାସ୍ତା, ୨ ଯୁବ ଡାକ୍ତରଙ୍କ ମୃତ୍ୟୁ

କେରଳ(ବଡ଼ ଖବର ବ୍ୟୁରୋ): ସାଧାରଣତଃ କୌଣସି ଅଜଣା ସ୍ଥାନକୁ ଗଲେ ସମସସ୍ତେ ଗୁଗୁଲ ମ୍ୟାପର ସହାୟତା ନିଅନ୍ତି । କିନ୍ତୁ ବେଳେବେଳେ ଏହି ଜିପିଏସ୍ ଭୁଲ ରାସ୍ତା ଦେଖାଏ ଯାଦ୍ୱାରା ଆମେ ଯାଉ ଭୁଲ ସ୍ଥାନରେ ପହଞ୍ଚିଥାଉ । କିନ୍ତୁ ଜିପିଏସ୍ ଭୁଲ ରାସ୍ତା ଦେଖାଇ ଦୁଇଜଣଙ୍କର ଜୀବନ ନେଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାରୁ ପ୍ରକାଶ କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ୫ ଜଣ ଯୁବ ଡାକ୍ତର ରାତି ପ୍ରାୟ ୧୨.୩୦ ସମୟରେ ସପିଂ କରି ଘରକୁ ଫେରୁଥିଲେ ।

ଅନ୍ଧାର ଥିବା ଯୋଗୁ ରାସ୍ତାରେ ପାଣି ଜମି ଯାଇଥିଲା । ଜିପିଏସ ଅନ କରି ଜିପିଏସ ଦେଖାଉଥିବା ରାସ୍ତାରେ ସେମାନେ ଗାଡି ଚଲାଉଥିଲେ । କିଛିବାଟ ଯିବା ପରେ କାରଟି ରାସ୍ତା ପରିବର୍ତ୍ତେ ନଦୀରେ ପଡିଯାଇଥିଲା । କାରଟି ନଦୀରେ ପଡିବା ପରେ କାରଭିତରୁ ୩ ଜଣ ଡାକ୍ତର ବାହାରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଅନ୍ୟଦୁଇ ଡାକ୍ତର ଅଭିତ ଏବଂ ଆଜମଲ ଅସିଫ କାର ଭିତରୁ ବାହାରିପାରି ନଥିଲେ ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ