ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ ଚଳାଚଳକୁ ବିରୋଧ

ରାଇଘର(ବଡ଼ ଖବର ବ୍ୟୁରୋ):  ସରକାରଙ୍କ ଦ୍ଵାରା ଆଜି ଆରମ୍ଭ ହେଉଥିବା ଗ୍ରାମାଞ୍ଚଳ କୁ ବା ପ୍ରତି ପଞ୍ଚାୟତ କୁ ବସ୍ ଚଳା ଚଳ ପାଇଁ କରାଯାଇଥିବା ‘ଲକ୍ଷ୍ମୀ’ ଯୋଜନା  ବିରୋଧ କରି ନବରଙ୍ଗପୁର ଘରୋଇ ବସ ମଲିକ ସଂଘ ଆଜି ସକାଳ ୬ ଟା ରୁ ଆସନ୍ତା କାଲି ସକାଳ ୬ ଟା ଯାଏଁ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ଏଥିରେ ସାମିଲ୍ ହୋଇଛି ଉମରକୋଟ ବସ୍ ମାଲିକ ସଂଘ । ବନ୍ଦ୍ ଡାକରା ଫଳ ରେ ସମସ୍ତ ବସ୍ ଚଳା ଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

 

ବିଭିନ୍ନ ସ୍ଥାନ କୁ ଯିବା ପାଇଁ ଆସିଥିବା ଯାତ୍ରୀମାନେ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି ଜ୍ଝ ମୁଖ୍ୟତଃ ରାଇଘର ଓ ଉମରକୋଟ ଅଂଚଳରେ ଏହାର ଘୋର ପ୍ରଭାବ ଦେଖିବାକୁ ମିଳିଛି କ୍ଷ ବସ୍ ମାଲିକ ସଂଘର କହିବା ଅନୁଯାୟୀ ଆମେ ସରକାର ଙ୍କୁ ବିରୋଧ କରୁନାହୁଁ କି ଲକ୍ଷ୍ମୀ ଯୋଜନା କୁ ବିରୋଧ କରୁନାହୁଁ କିନ୍ତୁ ସରକାର ଯେଉଁ ଘୋରାଇ କମ୍ପାନୀ କୁ ବସ୍ ଚଳାଇବା କୁ ଅନୁମତି ଦେଇଛନ୍ତି ତାକୁ ବିରୋଧ କରୁଛୁ ।

କାରଣ ଗ୍ରାମାଞ୍ଚଳ ରୁ ଯେତେ ଯାତ୍ରୀ ଆସିଲେ ବି ସରକାର କମ୍ପାନୀ କୁ ପଇସା ଦେବେ । ଏଥିରେ କମ୍ପାନୀ ର କୌଣସି କ୍ଷତି ହେବ ନାହିଁ । କିନ୍ତୁ ଆମେ ବସ ଚଳାଇବା ପାଇଁ ସରକାର ଙ୍କୁ ଟ୍ୟାକ୍ସ ଦୋଉଛୁ, ପର୍ମିଟ ଓ ଫିଟନେସ ଇତ୍ୟାଦି ର ଖର୍ଚ୍ଚ ବି ରହୁଚି । ଯଦି ଆମ ରୁଟ୍ ରେ ଲକ୍ଷ୍ମୀ ବସ୍ ଚାଲେ ତାହେଲେ ଆମର ବହୁତ୍ କ୍ଷତି ହେବ। ସରକାର ଆମ ସହ ପ୍ରାଇଭେଟ୍ କମ୍ପାନୀ କୁ ଅନୁମତି ନଦେଇ ଆମ ବସ ଲଗାନ୍ତୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି