Masthead

ବିରୋଧୀ ଦଳ ସରକାର ବିରୋଧରେ କହିବେ: ନୃସିଂହ ଚରଣ ସାହୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟାରଖିଲେ ବିଜେଡି ବିଧାୟକ ନୃସିଂହ ଚରଣ ସାହୁ । କହିଛନ୍ତି ରତ୍ନ ଭଣ୍ଡାର କଥା ବହୁତ ଦିନ ଧରି ଆଲୋଚନା ଚାଲିଛି। ହାଇକୋର୍ଟ ଖୋଲିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ପରିଚାଳନା କମିଟି ଯାହା ଖୋଲିବା ନେଇ ନିଷ୍ପତ୍ତି ନେବେ। ଏହାକୁ ନେଇ କେବଳ ରାଜନୀତି କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ପୁରୀରେ ଯାଇ କିଛି ଦିନ ତଳେ ରାଲି କଲା । ବିଜେପି ମଧ୍ୟ ସବୁ ବେଳେ ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରୁଛି । ଖାଲି ରାଜନୀତିକ ଉଦ୍ଦେଶ୍ୟ ରଖି। ଏହା ଆଦୌ ଠିକ୍ ନୁହେଁ।ବିଜେପି ବିଜେଡି ମେଣ୍ଟ ସରକାର ସମୟରେ ବିଜେପିର ଜଣେ ଆଇନ୍ ମନ୍ତ୍ରୀ ଥିଲେ।

ସେତେବେଳେ କଣ ପାଇଁ ଉଠାଇଲେନି ଖୋଲିବା କଥା। କାହିଁକି ଚୁପ୍ ଥିଲେ।ଏବେ ଯେହେତୁ ବିରୋଧି ଦଳରେ ଅଛନ୍ତି ବିରୋଧ କରିବା ଲାଗି ଏ କଥା କହୁଛନ୍ତି।ନିର୍ଦ୍ଦେଶ ମାନ୍ୟବର ହାଇକୋଟଙ୍କର ଅଛି।ପରିଚଳନ କମିଟି ବୈଠକ କରି କେବେ ଖୋଲିବେ କଣ କରିବେ ନିଷ୍ପତ୍ତି ନେବେ। ବିରୋଧୀ ଦଳ ସରକାର ବିରୋଧରେ କହିବେ । ସୁରକ୍ଷା ନଥିବା ଭଳି ଅନେକ କଥା କହିବେ । ସେଥିରେ କିଛି କଥା ନାହିଁ । ବାସ୍ତବତା ହେଉଛି ନିର୍ଦ୍ଦେଶ ରହିଛି ତାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ମଧ୍ୟ ପରିଚାଳନା କମିଟି ନେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼