Masthead

ଚାକିରି ଛାଡ଼ି ସମସ୍ତେ ରାଜନୀତି କରିପାରିବେ, ଏବେ ରାଜନୀତି କରନ୍ତୁ: ମନମୋହନ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭି.କେ.ପାଣ୍ଡିଆନଙ୍କ ସ୍ୱେଛାକୃତ ଅବସର ଓ ନିଯୁକ୍ତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଚାକିରି ସହ ରାଜନୀତିକୁ ଆମେ ବିରୋଧ କରୁଥିଲୁ। ଚାକିରି ଛାଡି ସମସ୍ତେ ରାଜନୀତି କରିପାରିବେ, ଭାରତର ନାଗରିକ ହିସାବରେ ରାଜନୀତି କରିପାରିବେ। ଏବେ ରାଜନୀତି କରନ୍ତୁ।

ବିଜେଡି ଦାୟିତ୍ୱ ଦେଉ, ସେଥିରେ କୌଣସି ଅସୁବିଧା ନାହିଁ। ବିଜେପି ତାର ନୀତି ଆଦର୍ଶକୁ ନେଇ ନିର୍ବାଚନ ଲଢ଼ିବ। ଜନ ଅସନ୍ତୋଷ ବିରୋଧରେ ନିର୍ବାଚନ ଲଢ଼ିବ। ରାଜନୀତି କରିବାରେ ସମସ୍ତଙ୍କର ଅଧିକାର ରହିଛି। ଯେଉଁମାନେ ଆସିବେ ସେମାନେ ରାଜନୀତି କରିବେ କାହାକୁ ମନା ନାହିଁ। ଭାରତବର୍ଷର କୌଣସି ରାଜ୍ୟରେ ଏଭଳି ରାଜନୀତି ହୋଇନଥିଲା, ଯାହା ଓଡିଶାରେ ଚାଲିଛି, ତାହାକୁ ଆମେ ନିନ୍ଦା କରିଥିଲୁ, ବିରୋଧ କରିଥିଲୁ। ଆମେ ବ୍ୟକ୍ତିକୁ ନୁହେଁ ବ୍ୟବସ୍ତାକୁ ବିରୋଧ କରିଥିଲୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର