Masthead

ଓଲିଉଡ କଳିରେ ପ୍ରକୃତିଙ୍କ ପ୍ରତିକ୍ରିୟା, କହିଲେ ନାୟକଙ୍କ ପାଇଁ ଖରାପ ବିଗୁଡୁଛି ଓଲିଉଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଲିଉଡ କଳିରେ ଅଭିନେତା ଓ ରାଜନେତାଙ୍କ ସମ୍ପୃକ୍ତି ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ । ମନୋଜ ଦାଦା ବିଭିନ୍ନ ପ୍ଲାଟଫର୍ମରେ ଆମ ରାଜ୍ୟର ପ୍ରତିନିଧିତ୍ୱ କରି ଖ୍ୟାତି ଅର୍ଜନ କରିଛନ୍ତି । ଏପରି କହିବା ସହ ସେ ପ୍ରଯୋଜକ ନାୟକଙ୍କ ଉପରକୁ ସିଧାସଳଖ ଟାର୍ଗେଟ କରିଛନ୍ତି । କିନ୍ତୁ ତାଙ୍କର ପୁରା ନାଁ ସେ ଲେଖି ନାହାନ୍ତି । ତେବେ ସିନେପ୍ରେମୀ ଠିକ ଜାଣିଛନ୍ତି ଯେ କାହାକୁ ଇଙ୍ଗିତ କରିଛନ୍ତି । ପ୍ରଯୋଜକଙ୍କ ପାଇଁ ଏହି ଫିଲ୍ମ ଇଣ୍ଡଷ୍ଟ୍ରୀ ଖରାପ ହେବାକୁ ବସିଲାଣି । ଯେଉଁଥିରେ କଳାକାରମାନଙ୍କୁ ମାନିପୁ୍ୟଲେଟ କରାଯିବା ସହ ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି । ମନୋଜ ମିଶ୍ରଙ୍କ ପରି କଳାକାର ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି ।

ପ୍ରଯୋଜକଙ୍କ ନାଁ ନେଇ ପ୍ରକୃତି କହିଛନ୍ତି ବର୍ତ୍ତମାନର ରିଲିଜ ହୋଇଥିବା ଫିଲ୍ମ ଗୁଡିକରେ ତାଙ୍କର କୌଣସି ଅବଦାନ ନାହିଁ । କଳାର ମୂଳ ଅର୍ଥ କଳା ଓ ସମସ୍ତଙ୍କୁ ଏକଜୁଟ କରିବା । ଏହି କଳା ଚଳଚ୍ଚିତ୍ର ଯୁଗର ମୁଁ ଏକ ଅଂଶ ହୋଇଥିବାରୁ ମୁଁ ଦୁଃଖିତ । ଏହା ସହ ସେ ନିଜ ସାଥି କଳାକାରମାନଙ୍କୁ ଅନୁରୋଧ କରିଛନ୍ତି ଯେ ନିଜ ସହଯୋଗୀମାନଙ୍କୁ ଅସମ୍ମାନ କରନ୍ତୁ ନାହିଁ । ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ସିନେପ୍ରେମୀଙ୍କ କହିବା କଥା ପ୍ରକୃତି ଓଲିଉଡ଼ କଳି ଚାଲିଥିବା ବେଳେ ଚର୍ଚ୍ଚା ହେଉଛି ବେହତୀ ଗଙ୍ଗା ମୈଁ ହାଥ୍ ଧୋ ରହେ ହେଁ ପ୍ରକୃତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି