Masthead

କିପରି ଥିଲା ସାହାରାଶ୍ରୀ ସୁବ୍ରତଙ୍କ ସାଇକେଲରୁ ସାହାରାର ସଫର?

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାଇକେଲରୁ ସାହାରାର ଯାତ୍ରା । ସାଧାରଣ ମଣିଷରୁ ଦିନେ ପାଲଟିଗଲେ ଅସାଧାରଣ ମଣିଷ । ଘରେ ଘରେ ହେଲେ ପରିଚିତ । କ୍ରୀଡାଠୁ ଫିଲ୍ମ, ଏୟାରଲାଇନ୍ସରୁ ବୀମା, ପ୍ରିଂଟରୁ ଟେଲିଭିଜନ ସବୁ କ୍ଷେତ୍ରରେ ରହିଛି ସାହାରାର ଛାପ । ସାହାରା ଇଣ୍ଡିଆ ପରିବାରର ମୁଖ୍ୟ ସାହାରାଶ୍ରୀ ସୁବ୍ରତ ରୟଙ୍କ ଦେହାନ୍ତ ପରେ ଏବେ ସୁବଠି ଶୋକର ଛାୟା ଖେଳି ଯାଇଛି । ସୁବ୍ରତ ସିନା ନାହାନ୍ତି କିନ୍ତୁ ତାଙ୍କର ପୁଂଜି ନିବେଶ ତଥା ଭାରତୀୟ ଏବଂ ବିଦେଶ ବଜାରରେ ନିଜ ଦବଦବାକୁ କାଏମ ରଖିଥିଲେ । ତେବେ ତାଙ୍କ ଜୀବନୀ ଯେତେ ସଫଳ ସେତେ ବିବାଦୀୟ ମଧ୍ୟ । ତାଙ୍କ ଏହି ସଫର କିପରି ଥିଲା ପୂରା ଖବର ଜାଣିବା ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା